ଭୁବନେଶ୍ୱର ୧୦/୦୪: ମିଛ କହିଛନ୍ତି ନବୀନ ପଟ୍ଟନାୟକ। ମୁଁ ବିଜେଡିରେ ନାହିଁ ସେ କହିବା ମହା ମିଛ। ଦଳ ସଭାପତି ଏଭଳି କହିବା ଭୁଲ୍। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି କହି ବିଜେଡି ସଭାପତି
Category: News
ପାଣ୍ଡିଆନ୍ଙ୍କୁ ନେଇ ବିଜେଡି ଦୁଇଫାଳ!
ଭୁବନେଶ୍ବର: ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ପରଠାରୁ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ବିଜେଡିରେ ଭିକେ ପାଣ୍ଡିଆନ୍ଙ୍କୁ ନେଇ ସପକ୍ଷବାଦୀ ଏବଂ ବିରୋଧି ଦୁଇ ଗୋଷ୍ଠୀ ଗଠନ ହୋଇଛି। ଫଳରେ
ସବୁ ଘରକୁ ଏସ୍ଏଚ୍ଜିରେ ଯୋଡ଼ାଯିବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ବର: ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ଢାଞ୍ଚା ସଂପୂର୍ଣ୍ଣ ବଦଳିବ। ସବୁ ଘରକୁ ଏସ୍ଏଚ୍ଜି ଗ୍ରୁପ୍ ସହ ଯୋଡ଼ାଯିବ। ପ୍ରତି ପରିବାରକୁ ଏସ୍ଏଚ୍ଜି ସହ ଯୋଡ଼ିବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ପୂର୍ବ
ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ/ୱାକାଥନ ଅନୁଷ୍ଠିତ
ପ୍ରାଚୀନ କୀର୍ତ୍ତିରାଜୀ ଓ ଐତିହ୍ୟକୁ ଉଜ୍ଜୀବିତ କରିବା ହେଉଛି ଏହି ଗଣଦୌଡର ଉଦେଶ୍ୟ : ସୁବର୍ଣ୍ଣପୁର : ୦୫/୦୪(ଭାସ୍କର ଦାଶ ):ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲାପ୍ରଶାସନ ଓ କ୍ରୀଡା ଓ
ଆଧାରକାର୍ଡ, ଜନ୍ମ ପ୍ରମାଣପତ୍ର ନାହିଁ: ସ୍କୁଲ୍ ମାଡ଼ି ପାରୁନାହାନ୍ତି ୪୨ ପିଲା
ବନ୍ଧୁଗାଁ: ସରକାରୀ ଅବହେଳାରୁ ଗୋଟିଏ ପଞ୍ଚାୟତର ୪୨ ପିଲା ଶିକ୍ଷା ଅଧିକାରରୁ ବଞ୍ଚିତ। ଘର କାମରେ ସହଯୋଗ କରୁଛନ୍ତି, ନଚେତ ଗାଈ ଚରାଇବାକୁ ଯାଉଛନ୍ତି। ଯାହାର ସୂଚନା ଶିକ୍ଷା ବିଭାଗ ନିକଟରେ ନାହିଁ। ଶିଶୁ
ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ାବାନ୍ତିରେ ଆକ୍ରାନ୍ତ, ୧୩ ଗୁରୁତର
ବାରିପଦା:ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ାବାନ୍ତିରେ ଆକ୍ରାନ୍ତ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ କାଶୀପାଳ ଗ୍ରାମରେ ଘଟଣା । ଗତ ମଙ୍ଗଳବାର ସଂଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗ୍ରାମବାସୀ। ତେବେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ାବାନ୍ତି ହେବାରୁ ଏକ
କୋର୍ଟରେ ହାଜର ହେଲେ ରାଜା ଚକ୍ର
ବାଲେଶ୍ବର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍ବ୍ରାଞ୍ଚ୍ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବିଜେଡି ନେତା ରାଜା ଚକ୍ରଙ୍କୁ ଆଜି ପୂର୍ବାହ୍ଣରେ ବାଲେଶ୍ବର ଓପିଆଇଡି କୋର୍ଟରେ
ବିଜେପିକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିବେ ନା ରିପିଟ୍ ହେବେ ନଡ୍ଡା ?
ନୂଆଦିଲ୍ଲୀ: ୦୪/୦୪: କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ନଡ୍ଡାଙ୍କ ପରେ କିଏ ? ଏତେ ବଡ ଦଳର କିଏ ସମ୍ଭାଳିର କମାଣ ? ନଡ୍ଡାଙ୍କ ପରେ କାହା ମୁଣ୍ଡରେ ବନ୍ଧାଯିବ ଅଧ୍ୟକ୍ଷ
ମନୋଜ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ୦୪/୦୪: ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା-ସିନେ ନିର୍ମାତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନୋଜଙ୍କୁ ସିନେ ଜଗତର ଆଇକନ୍ କହି ତାଙ୍କ ଗୁଣଗାନ
ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ,
ନୂଆଦିଲ୍ଲୀ,୩।୪: ବିଜୁ ଜନତା ଦଳ(ବିଜେଡି) ୱାକଫ (ସଂଶୋଧନ) ବିଲ ଉପରେ ତା’ର ମତ ପରିବର୍ତ୍ତନ କରିଛି। ଲୋକ ସଭାରେ ବିଲ ଆଗତ ହେବା ପରେ, ବିଜେଡି ଏହାର ବିରୋଧରେ ମତ ରଖିଥିଲା। କିନ୍ତୁ ଏହା

