ଦେଶରେ 5G ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ-ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚି ନାଗରିକ, ପ୍ରାଣୀ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ବିକିରଣ ପ୍ରଭାବ ସମ୍ପର୍କିତ ପ୍ରସଙ୍ଗ ଉଠାଇଛନ୍ତି।
Month: May 2021
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୀଡିତଙ୍କ ସମସ୍ୟା ବୁଝିଲେ-
ସାମୁଦ୍ରିକ ବାତ୍ୟା “ୟଶ୍” ଦ୍ୱାରା ପ୍ରଭାବିତ ହୋଇଥିବା ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ବୁଲି ଲୋକମାନଙ୍କ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଲକଡାଉନରେ ରାଜଧାନୀ ଅସୁରକ୍ଷିତ, ପରିବା ଆଣିବାକୁ ଯାଉଥିବା ମହିଳାଙ୍କ ବେକକୁ କାଟିଲା ଦୁର୍ବୃତ୍ତ-
ଧିରେ ଧିରେ ଅସୁରକ୍ଷିତ ହୋଇପଡ଼ିଲାଣି ରାଜଧାନୀ । ଲକଡ଼ାଉନ୍ ଚାଲିଥିବା ବେଳେ ଆଜି ସକାଳୁ ନୟାପଲ୍ଲୀ ଭିଆଇପି କଲୋନୀ ରାସ୍ତାରେ ଜଣେ ମହିଳା ପରିବା ଆଣିବାକୁ ଯିବା ସମୟରେ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।
ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ଗୁଳୁଗୁଳି ଲାଗି ରହିବ- ଭୁବନେଶ୍ଵର ପାଣିପାଗ କେନ୍ଦ୍ର
ସାମୁଦ୍ରିକ ଝଡ “ୟସ” ଯିବା ପରେ ସମଗ୍ର ରାଜ୍ୟରେ ବୁଦ୍ଧି ପାଇଛି ଦିନର ତାପମାତ୍ରା, ତେବେ ଏହା ସାଙ୍ଗକୁ ଗୁଳୁଗୁଳି ଲୋକମାନଙ୍କୁ ଅସହ୍ୟ କରପକାଉଛି।
ଲକଡାଉନ୍ ସୁନ୍ଦରଗଡ,ଗଜପତି ଓ ନୂଆପଡା ଜିଲ୍ଲାରେ କୋହଳ ହେଲା
ରାଜ୍ୟରେ କରୋନା ମୁକାବିଲା ପାଇଁ ଜୁନ୍ 1 ତାରିଖ ସକାଳ 5ଟାରୁ ଜୁନ୍ 17 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଜାରି ରହିଥିବା ଲକଡାଉନ୍ ଅବଧିକୁ ବଢାଯାଇଛି ଏବଂ ଏହି ସମୟରେ ପୂର୍ବ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ।
ଜ୍ୟୋତିଷ ବିଚାର
ଅଦ୍ୟ ମଇ ମାସ ୩୧ ତାରିଖ ୨୦୨୧ ମସିହା(ସୋମବାର) ସୌରମାସ-ବୃଷ ୧୭ ଦିନ
ଆସନ୍ତାକାଲିଠାରୁ ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଯୋଗୁଁ ବର୍ଷା ସମ୍ଭାବନା-
ଆସନ୍ତାକାଲି ଠାରୁ ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାନେଇ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବଡ଼ ଘୋଷଣା: ଜୁନ୍ ୧୭ ପର୍ଯ୍ୟନ୍ତ ଓଡ଼ିଶାରେ ବଢିଲା ଲକଡାଉନ୍
ଓଡ଼ିଶାରେ ଜୁନ୍ ୧୭ ପର୍ଯ୍ୟନ୍ତ ପୁଣି ବଢିଲା ଲକଡାଉନ୍ ।
କେନ୍ଦ୍ର ସରକାର ଘରୋଇ ଟିଭି ଚ୍ୟାନେଲ୍ ଗୁଡିକୁ କହିଲେ କରୋନା ସଚେତନତା ସୃଷ୍ଟି କରିବାକୁ –
ଦେଶରେ COVID-19 ମାମଲା ସଂଖ୍ୟା ହ୍ରାସ ପାଇଥିବାବେଳେ ଏହାର ସଂଖ୍ୟା ଅଧିକ ରହିଛି। ଗତ କିଛି ମାସ ମଧ୍ୟରେ, ସରକାର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ – COVID ଚିକିତ୍ସା ପ୍ରୋଟୋକଲ୍, COVID ଉପଯୁକ୍ତ ଆଚରଣ ଏବଂ ଟୀକାକରଣ ପାଇଁ ପ୍ରିଣ୍ଟ, ଟିଭିଭି, ରେଡିଓ, ସୋସିଆଲ୍ ମିଡିଆ ଇତ୍ୟାଦି ସହିତ ବିଭିନ୍ନ ଉପକରଣ ଏବଂ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି ହେଲା-
ସାରା ଦେଶରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ସ୍ଥିତି ଲାଗିଥିବା ବେଳେ ଅନେକ ମହିଳା ଏବଂ ବାଳିକା ଘରୋଇ ହିଂସାର ଶିକାର ହେବାର ଖବର ସାମ୍ନାକୁ ଆସୁଛି । ତେଣୁ ଏହାକୁ ରୋକିବାକୁ ମହିଳା ଓ ଶିଶୁଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି କରାଯାଇଛି ।