ନିର୍ଗୁଣ୍ଡିରେ ଲାଇନ୍‌ଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି

ଚୌଦ୍ୱାର,୩୦ା୩:(ତୋଫାନ ଦାସ ): କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ ନଂ ୧୨୫୫୧ ବେଙ୍ଗାଲୁରୁରୁ କାମାକ୍ଷା ଯାଉଥିଲା। ଏନେଇ ପୂର୍ବତଟ ରେଲଓ୍ବେ

ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭବାନୀପାଟଣା: ୩୦/୦୩(ଜୟକୃଷ୍ଣ ବେହେରା ): ଆଜି ଭବାନୀପାଟଣାର କ୍ରିଷ୍ଣାନଗର ପଡ଼ିଆଠାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, କଳାହାଣ୍ଡି ସାଂସଦ

ଆଇନଜୀବୀମାନଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ ପାଇଁ କୌଣସି ପ୍ରସ୍ତାବ ନାହିଁ: ଆଇନମନ୍ତ୍ରୀ

ଭୁବନେଶ୍ବର:୩୦/୦୩(ଅଶୋକ ସାହୁ ): ଆଇନଜୀବୀମାନଙ୍କୁ ସ୍ୱାସ୍ଥ୍ୟବୀମା କଭରେଜ୍ ପ୍ରଦାନ କରିବା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ ବୋଲି ଶନିବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି।କଟକ ବରବାଟୀ ବିଧାୟକ

୩ ମହିଳାଙ୍କ ଟାର୍ଗେଟରେ ପୁରୁଷ: ଡିମାଣ୍ଡ ପୂରା ନ ହେଲେ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇବାକୁ ଧମକ ଦେଉଥିଲେ

ଜୟପୁର:୩୦/୦୩: ରାଜସ୍ଥାନର ଦୌସାରୁ ହନିଟ୍ରାପର ଏକ ମାମଲା ସାମ୍ନାକୁ ଆସିଛି। ଏଠାରୁ ତିନି ଜଣ ଏପରି ମହିଳାଙ୍କୁ ଗିରଫ କରାଯାଇଛି, ଯେଉଁମାନେ ପ୍ରଥମେ ଲୋକମାନଙ୍କୁ ନିଜ ଜାଲରେ ଫସାଇଥିଲେ ଏବଂ ପରେ ସେମାନଙ୍କଠାରୁ ଟଙ୍କା

ଖନ୍ତାପଡ଼ାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଖନ୍ତାପଡ଼ା: ୨୯/୦୩: ଆଜି ଭୋର ସମୟରେ ଖନ୍ତାପଡ଼ା ଥାନା ପଣପଣା ନିକଟ ୧୬ ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, କଟକରୁ କଲିକତା ଅଭିମୁଖେ ଯାଉଥିବା ମଲ୍ଲିକ ନାମକ

ମହାପ୍ରଭୁଙ୍କ ଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ପୁରୀ: ୨୯/୦୩(ମମତା ମହାପାତ୍ର ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ସକାଳେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସେ ସକାଳ ପ୍ରାୟ ୭ଟା ୨୭ ମିନିଟରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ

ଏସ୍‌ସିବି ଅବସ୍ଥା ସଙ୍ଗିନ: ୬୦ ଭେଣ୍ଟିଲେଟର, ଆଇସିୟୁ ଅଚଳ,

କଟକ: ୨୯/୦୩:ରାଜ୍ୟର ସର୍ବବୃହତ୍‌ ମେଡିକାଲ କଲେଜ ହାସପାତାଳ ଏସ୍‌ସିବିରେ ଅଚଳ ହୋଇପଡ଼ିଛି ପାଖାପାଖି ୬୦ ଭେଣ୍ଟିଲେଟର। ତାହାକୁ ସଜାଡିଲେ ବି ମାତ୍ର ୨୦ ମିନିଟ୍‌ ଚାଲି ବନ୍ଦ ହୋଇଯାଉଛି। ଫଳରେ ଏସ୍‌ସିବିରେ ‌ରୋଗୀ ସେବା

ଲୋୟର ପିଏମ୍‌ଜି ରଣକ୍ଷେତ୍ର: କଂଗ୍ରେସର ‘ନାରୀ ନ୍ୟାୟ ସମାବେଶ’

ଭୁବନେଶ୍ବର:୨୮/୦୩: ଦିନ ପ୍ରାୟ ଗୋଟାଏ। ଲୋୟର ପିଏମ୍‌ଜି କଂଗ୍ରେସ ସମାବେଶରେ ନେତାମାନେ ଭାଷଣ ଦେଉଥିଲେ। ଏହି ସମୟରେ ସଭାମଞ୍ଚର ପଛ ପାଖର ଚିତ୍ର ବଦଳିଗଲା। ପ୍ରଥମ ବ୍ୟାରିକେଡ୍‌ ନିକଟରେ କଂଗ୍ରେସ କର୍ମୀ-ପୁଲିସ୍‌ ମୁହାଁମୁହିଁ ହେଲେ।

ନୂଆ ରୂପ ପାଇବ ବସଷ୍ଟାଣ୍ଡ୍‌, ଟିସ୍କୋ ପୋଖରୀ ଓ ବେଦବ୍ୟାସ ପୀଠ

ରାଉରକେଲା:୨୫/୦୩: ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌ର ୨୯ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଭୁବନେଶ୍ଵରସ୍ଥ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉନ୍ନୟନ କମିସନର ଅନୁ ଗର୍ଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର

ନୀଳମାଧବ କ୍ଷେତ୍ର ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଅଞ୍ଚଳ ପାଲଟିବ: ମୁଖ୍ୟମନ୍ତ୍ରୀ

ନୟାଗଡ଼: ୨୫/୦୩: ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ‘‘ଭାରତ ବିଶ୍ୱାବସୁ ଶବର ସମାଜ’’ ପ୍ରତିଷ୍ଠା ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଞ୍ଚଳର ବିକାଶକୁ ଗୁରୁତ୍ୱ

1 2 3 7