ନୂଆଦିଲ୍ଲୀ:୧୧/୦୫: ୭୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ହାଇଦ୍ରାବାଦ ଆୟକର କମିଶନର ଜୀବନ ଲାଲ ଲାଭିଡିଆ ଏବଂ ଅନ୍ୟ ଚାରି ଜଣଙ୍କୁ ସିବିଆଇ ଗିରଫ କରିଛି। ପାଲୋନଜି ଗ୍ରୁପ୍ ସପକ୍ଷରେ ଏକ ଆବେଦନର
Category: National
ଆଇପିଏଲ୍: ସୁପର କିଙ୍ଗ୍ସକୁ ୪ୱିକେଟ୍ରେ ହରାଇଲା ପଂଜାବ କିଙ୍ଗ୍ସ
ଚେନ୍ନାଇ:୦୧/୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୪୯ତମ ମ୍ୟାଚ୍କୁ ପଞ୍ଜାବ କିଙ୍ଗସ୍ ୪ୱିକେଟ୍ରେ ଜିତିଛି। ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ବିଜୟ ଲକ୍ଷ୍ୟକୁ ୧୯.୪ ଓଭରରେ
ଭୁବନେଶ୍ବରରେ ପାକିସ୍ତାନୀ ମହିଳା, ଭାରତ ଛାଡ଼ିବାକୁ ନୋଟିସ୍ ଜାରି କଲା କମିସନରେଟ ପୁଲିସ
ଭୁବନେଶ୍ବର: ୨୬/୦୪:ଭୁବନେଶ୍ବରରେ ରହିଛନ୍ତି ଜଣେ ପାକିସ୍ତାନୀ ମହିଳା। ସେ ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ଵରରେ ରହୁଛନ୍ତି। ଖାଲି ସେତିକି ନୁହେଁ ଉକ୍ତ ପାକିସ୍ତାନୀ ମହିଳା ଜଣେ ଓଡ଼ିଆଙ୍କୁ ବିବାହ କରିବା ସହ ଏଠାରେ
ଆକ୍ରମଣ ପୂର୍ବରୁ ମହିଳାଙ୍କର ଆତଙ୍କବାଦୀଙ୍କ ସହ ଭେଟ ହୋଇଥିଲା
ପହଲଗାମ: ୨୫/୦୪:ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଅନେକ କଥା ସାମ୍ନାକୁ ଆସିଛି। ଏବେ ଯେଉଁ ମହିଳା ଆତଙ୍କବାଦୀଙ୍କ ଫଟୋ ଉଠାଇଥିଲେ ତାଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି। ମହିଳା ଜଣକ ପହଲଗାମ ଆକ୍ରମଣ କରିଥିବା
ଆତଙ୍କବାଦୀଙ୍କୁ ମୋଦୀଙ୍କ କଡ଼ା ବାର୍ତ୍ତା
ବିହାର:୨୫/୦୪: ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଓ ଷଡ୍ଯନ୍ତ୍ରକାରୀଙ୍କୁ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ମିଳିବ। କୌଣସି ଆତଙ୍କୀ ନିସ୍ତାର ପାଇବେ ନାହିଁ। ସେମାନଙ୍କୁ ପାତାଳରୁ ବି ଖୋଜି ନିପାତ
ସୁବର୍ଣ୍ଣପୁର ଜିଲ୍ଲା ରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ କାର୍ଡ ଲୋକାର୍ପଣ ,୭୦ ବର୍ଷ ବୃଦ୍ଧ ବୃଦ୍ଧା ପାଇବେ ମାଗଣା ସ୍ବାସ୍ଥ୍ୟ ବୀମା।
ସୋନପୁର:୧୧/୪(ଭାସ୍କର ଦାଶ ):-ରାଜ୍ୟ ସ୍ତରରେ କଟକ ବାଲିଯାତ୍ରା ପଡିଆରେ ଓଡ଼ିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ କାର୍ଡ ଓ ଆୟୁଷ୍ମାନ ବେ ବନ୍ଦନା ଯୋଜନା ଲୋକାର୍ପଣ
ଆଜିଠୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା: ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା
ଭୁବନେଶ୍ୱର: ୧୧/୦୪( ଅଶୋକ ସାହୁ ): ଶୁକ୍ରବାର ଠାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ ହେବ। କଟକର ବାଲିଯାତ୍ରା ପଡ଼ିଆରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏଥିରେ
ବିଜେପିକୁ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିବେ ନା ରିପିଟ୍ ହେବେ ନଡ୍ଡା ?
ନୂଆଦିଲ୍ଲୀ: ୦୪/୦୪: କିଏ ହେବ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ନଡ୍ଡାଙ୍କ ପରେ କିଏ ? ଏତେ ବଡ ଦଳର କିଏ ସମ୍ଭାଳିର କମାଣ ? ନଡ୍ଡାଙ୍କ ପରେ କାହା ମୁଣ୍ଡରେ ବନ୍ଧାଯିବ ଅଧ୍ୟକ୍ଷ
ମନୋଜ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ୦୪/୦୪: ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା-ସିନେ ନିର୍ମାତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନୋଜଙ୍କୁ ସିନେ ଜଗତର ଆଇକନ୍ କହି ତାଙ୍କ ଗୁଣଗାନ
ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ,
ନୂଆଦିଲ୍ଲୀ,୩।୪: ବିଜୁ ଜନତା ଦଳ(ବିଜେଡି) ୱାକଫ (ସଂଶୋଧନ) ବିଲ ଉପରେ ତା’ର ମତ ପରିବର୍ତ୍ତନ କରିଛି। ଲୋକ ସଭାରେ ବିଲ ଆଗତ ହେବା ପରେ, ବିଜେଡି ଏହାର ବିରୋଧରେ ମତ ରଖିଥିଲା। କିନ୍ତୁ ଏହା