ଟିପୁ ସୁଲତାନଙ୍କ ରତ୍ନ ଜଡିତ ଖଣ୍ଡା ନିଲାମ ହେଲା

ପୋର୍ଟ ଏଲିଅଟ ଇଷ୍ଟେଟର ମୁଖପାତ୍ର କହିଛନ୍ତ, ଏହି ଖଣ୍ଡା ପ୍ରଥମେ ଟିପୁ ସୁଲତାନଙ୍କର ଥିଲା। ପରେ ଚାଲର୍‌ସ, ପ୍ରଥମ ମାର୍କସ କର୍ଣ୍ଣୱାଲିସ ଏବଂ ୨ୟ ଆର୍‌ କର୍ଣ୍ଣୱାଲିସ କେଜି ପିସିଙ୍କୁ ଭେଟି ଦିଆଯିବା ପରେ