ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗସ୍ତ –

କନ୍ଧମାଳ ଜିଲ୍ଲାକୁ ନିର୍ବାଚନ ପ୍ରଚାରରେ ଯାଉଥିବା ବେଳେ ଭେଟ୍ କୋଲ୍ ଘାଟି ନିକଟରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି ।

ଫେବ୍ରୁଆରୀ ୫ରେ ହାଇଦ୍ରାବାଦ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିର କରିବେ ଲୋକାର୍ପଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରୀ ୫ରେ, ୨୦୨୨ରେ ହାଇଦ୍ରାବାଦ ଗସ୍ତ କରିବେ । ଏହି ଅବସରେ ସେ ହାଇଦ୍ରାବାଦର ପାଟନଚେରୁ ସ୍ଥିତ ଅନ୍ତର୍ଜାତୀୟ ଫସଲ ଗବେଷଣା କେନ୍ଦ୍ର ICRISATର ୫୦ ପ୍ରତିଷ୍ଠା ଦିବସରେ ସାମିଲ ହେବେ।