ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଆଜି ଜମ୍ମୁ-କାଶ୍ମୀରର ପହଲଗାମ୍କୁ ବୁଲିବାକୁ ଯାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ କୁମାର ଶତପଥୀଙ୍କର ପତ୍ନୀ ଓ ପୁଅକୁ ଭେଟିଛନ୍ତି। ଅପରାଜିତା
Category: National
ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଭାରତ ପହଞ୍ଚିବା ଆଗରୁ ଶାହାଙ୍କ ବଡ ବୟାନ: ମୋଦୀଙ୍କୁ ପ୍ରଶଂସା
ନୂଆଦିଲ୍ଲୀ: ୧୦/୦୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଭାରତ ପହଞ୍ଚିବା ଆଗରୁ ବଡ ବୟାନ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଲେ, ତହବୁର ରାଣାର ପ୍ରତ୍ୟର୍ପଣ ମୋଦୀ ସରକାରଙ୍କ ପାଇଁ କୁଟନୀତିର
ନିର୍ଗୁଣ୍ଡିରେ ଲାଇନ୍ଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି
ଚୌଦ୍ୱାର,୩୦ା୩:(ତୋଫାନ ଦାସ ): କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ ନଂ ୧୨୫୫୧ ବେଙ୍ଗାଲୁରୁରୁ କାମାକ୍ଷା ଯାଉଥିଲା। ଏନେଇ ପୂର୍ବତଟ ରେଲଓ୍ବେ
ବିଶେଷଜ୍ଞ ଦଳ ମଙ୍ଗଳବାର ବିମାନବନ୍ଦର ସ୍ଥିତି ଅନୁଧ୍ୟାନ ଲାଗି ପହଁଚିଲେ
ରାଉରକେଲା: ୨୫/୦୩: ପୂର୍ଣ୍ଣ କାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ପାଇଁ ନୂଆ ଆଶା ସଞ୍ଚାର ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ୬ ଜଣିଆ ପ୍ରତିନିଧି ଦଳ ଆଜି ରାଉରକେଲାରେ ପହଞ୍ଚିଛନ୍ତି। ଏହି ଦଳରେ ଡିଜିଏମ୍(ସିଭିଲ୍) ଭି.ଆର.ଟପ୍ପୋ,
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨ଦିନିଆ ଓଡ଼ିଶା ଗସ୍ତ
ଭୁବନେଶ୍ବର:୨୪/୦୩:(ଅଶୋକ ସାହୁ ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଛତିଶଗଡ଼ ରାୟପୁରର ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରୁ ସେ ସ୍ବତନ୍ତ୍ର ବାୟୁସେନା ବିମାନ
ଯଶୱନ୍ତ ବର୍ମାଙ୍କ ନ୍ୟାୟିକ ଦାୟିତ୍ୱ ପ୍ରତ୍ୟାହାର କରାଗଲା : ନଗଦ ଟଙ୍କା ଜବତ ପରେ
ନୂଆଦିଲ୍ଲୀ:୨୪/୦୩:(ଅଖିଳେଶ ତ୍ରିପାଠୀ )ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ନଗଦ ଟଙ୍କା ଜବତ ପରେ ଏବେ ତାଙ୍କୁ ନ୍ୟାୟିକ ଦାୟିତ୍ୱରୁ ମୁକ୍ତ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ସୋମବାର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କଠାରୁ ତୁରନ୍ତ
ବାଲ୍ଟିଏ ପାଣି ପାଇଁ ଗୁଳିମାଡ଼: କେନ୍ଦ୍ରମନ୍ତ୍ରୀଙ୍କ ଭଣଜା ମୃତ, ଜଣେ ଗୁରୁତର
ପାଟନା:୨୧/୦୩: ସରକାରଙ୍କ ‘ହର୍ ଘର୍ କୋ ନଲ୍-ଜଲ୍’ ଯୋଜନା ଅଧୀନରେ ଲାଗିଥିବା ଏକ ପାଣି ଟ୍ୟାପ୍ରୁ ବାଲ୍ଟିଏ ପାଣି ଆଣିବାକୁ ନେଇ ଆଜି ବିହାରରେ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣଙ୍କ ଜୀବନ
ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଟିମ୍କୁ ଉପହାର ଦେଲା ବିସିସିଆଇ
ନୂଆଦିଲ୍ଲୀ: ୨୦/୦୩(ଅଖିଳେଶ ତ୍ରିପାଠୀ ): ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ୫୮ କୋଟି
ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ମାଓବାଦୀଙ୍କ ପ୍ରାଣହାନି, ଜଣେ ଯବାନ ସହିଦ
ମାଲକାନଗିରି:୨୦/୩(ଶିବାନୀ ପଣ୍ଡା): ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ମାଓବାଦୀଙ୍କ ପ୍ରାଣହାନି ଘଟିଥିବା ଜଣାଯାଇଛି। ଭିନ୍ନ ଭିନ୍ନ ଅପରେସନରେ ବିଜାପୁରରେ ୨୦ ଓ କାଙ୍କେରରେ ୪ ମାଓବାଦୀଙ୍କ
ମୁମ୍ବାଇ ରୋଡରୁ କଳା-ହଳଦିଆ ଟ୍ୟାକ୍ସି ହଟିବ, ୬୦ ବର୍ଷର ଇତିହାସ ଶେଷ ହେବ
ଦଶନ୍ଧି ଧରି, ମୁମ୍ବାଇ ସହରର ରାସ୍ତାରେ ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସି ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲା। ଜନସାଧାରଣ ପରିବହନକାରୀ, ଏହି ଟ୍ୟାକ୍ସିକୁ କଳ-ହଳଦିଆ(କାଲି-ପିଲି) କୁହାଯାଇଥାଏ। ନୂତନ ମଡେଲ ଏବଂ ଆପ ଆଧାରିତ