ବ୍ରହ୍ମପୁର ଅଞ୍ଚଳରେ ଥିବା ଏକ ଗୁଟଖା ଗୋଦାମରେ ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର ଗୁଟଖା । ବେଆଇନ ଗୁଟଖା କାରବାର କରୁଥିବା ଅଭିଯୋଗରେ ଗୋଦାମ ମାଲିକ ପଙ୍କଜ ଚୌଧୁରୀଙ୍କୁ ଅଟକ
Month: August 2021
ଯୁକ୍ତ3 ଛାତ୍ର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧା ହେଲେ-
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ । ବନ୍ଧା ହେଲେ ଯୁକ୍ତ3 ଛାତ୍ର । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ । ସୂଚନା ଅନୁସାରେ, ଲକ୍ଷ୍ମୀପୁର ବ୍ଲକର ତୟାପୁଟ ପଞ୍ଚାୟତରେ
ଗଞ୍ଜାମ ଛତ୍ରପୁର ତ୍ରିବେଣୀ ମଠ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୮ ଆହତ
ଗଞ୍ଜାମ ଛତ୍ରପୁର ତ୍ରିବେଣୀ ମଠ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ୟାଙ୍କରକୁ ଧକ୍କା ଦେଲା ଅଟୋ । ଆହତ ହେଲର ୮ ଯାତ୍ରୀ ।
ଆଜି ଠାରୁ ଆରମ୍ଭ ହେବ ଯୁକ୍ତ ୨ନାମଲେଖା ପ୍ରକ୍ରିୟା-
ଚଳିତବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି । ୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ ହୋଇଥିଲା । କଳାରେ ସିଟ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା । ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି ।
ଲଡର୍ସରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡ ଟିମ୍ରେ ମୋଇନ ଅଲିଙ୍କ ସାମିଲ-
ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୧୨ ତାରିଖ ଠାରୁ ୨ୟ ଟେଷ୍ଟ ମ୍ୟାଚ ଖେଳାଯିବ । ଲଡର୍ସର ଐତିହାସିକ ପଡ଼ିଆରେ ଏହି ମୁକାବିଲା ହେବ ।
ହକୀ ତାରକାଙ୍କୁ ସମ୍ବର୍ଦ୍ଧନା କଲେ ମଖ୍ୟମନ୍ତ୍ରୀ,ପୁରୁଷଙ୍କୁ ୨.୫ କୋଟି ସହିତ ଚାକିରି ଏବଂ ମହିଳାଙ୍କୁ ୫୦ ଲକ୍ଷ ପୁରସ୍କାର ପ୍ରଦାନ
ମୁଖ୍ୟମନ୍ତ୍ରୀ ଖେଳାଳି ମାନଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ ଏବବଂ ଭବିଶ୍ୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯେଅଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଆଖି ହେଉଛନ୍ତି ବବି ଏବଂ ପାଣ୍ଡିଆନ୍ : ସୋମ୍ୟରଞ୍ଜନ ପଟ୍ଟନାୟକ
ବରିଷ୍ଠ ବିଜେଡି ସୋମ୍ୟ ରଞ୍ଜନ ପଟ୍ଟନାୟକ ପୁଣିଥରେ ରାଜ୍ୟ ପାୱାର କରିଡରରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଆଖି ହେଉଛନ୍ତି ବବି ଏବଂ ପାଣ୍ଡିଆନ୍ ।
ଭାରତୀୟ ଷ୍ଟେଟ ବ୍ୟାଙ୍କର ବଡ଼ ନିଷ୍ପତ୍ତି: ଏଟିଏମ୍ରେ କ୍ୟାଶ ନଥିଲେ ବ୍ୟାଙ୍କକୁ ହେବ ଜରିମାନା, ଅକ୍ଟୋବର ୧ରୁ ନୂଆ ନିୟମ –
ଏଟିଏମ୍ରେ କ୍ୟାଶ ନଥିବାରୁ ଅନେକ ସମୟରେ ଲୋକଙ୍କୁ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ସମସ୍ୟାକୁ ନଜରରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ବଡ଼ ନିଷ୍ପତ୍ତି ନେଇଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଡା ବ୍ଲକ ଟେକନିକାଲ କନସଲଟାଣ୍ଡଙ୍କ ଘରେ ରେଡ-
ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନସଲଟାଣ୍ଟ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଟେକନିକାଲ କନ୍ସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଉଛି । ଏକାକାନୀଳ ୪ଟି ସ୍ଥାନରେ ଚଢଉ ଜାରି ରହିଛି ।
ବଦଳିଲେ ଭଦ୍ରକ ଓ ଡେଙ୍କାନାଳ ଜିଲ୍ଲାପାଳ, ପଞ୍ଚାୟତରାଜ ବିଭାଗର ନିର୍ଦେଶକ-
ଅପରାଧିକ ପ୍ରକ୍ରିୟା ସଂହିତା ୧୯୭୩ (ଆକ୍ଟ ୨ ର ୧୯୭୪) ର ଧାରା ୨୦ (୧) ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାର ଏହିପରି ଶ୍ରୀ ତ୍ରିଲୋଚନ ମାଜି, (ଓଏଏସ)ଙ୍କୁ ଭଦ୍ରକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତ କରିଛନ୍ତି।