୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମହିଳା ଆରଆଇ ଭିଜିଲାନ୍ସ ଜାଲରେ ଧରାପଡିଲେ-

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଦୁଧାରୀ ଆରଆଇ କ୍ଷୀରାବ୍ଧି ତନ୍ମୟା ସ୍ୱାଇଁ । ମୃତ୍ୟୁ ପଞ୍ଜୀକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ବିଭାଗୀୟ ଅଧିକାରୀ ତାଙ୍କୁ ଧରିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୫ ୱିକେଟ୍‌ରେ ବିଜୟୀ: ସୂର୍ଯ୍ୟକୁମାର-ରୋହିତ ହିରୋ ସାଜିଲେ-

ଭାରତୀୟ କ୍ରିକେଟ୍‌ ଟିମ୍‌ ବୁଧବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।

ରାଜ୍ୟରେ ବଡ ଧରଣର ଜିଏସ୍‌ଟି ରେଡ୍‌ : ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ-

ରାଜ୍ୟରେ ବଡ ଧରଣର ଜିଏସ୍‌ଟି ରେଡ୍ କରାଯାଉଛି । ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ କରାଯାଉଛି ।

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ-

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତମାନଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିରର ଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ।

ବହୁ ପ୍ରତୀକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟ ପାଇଁ ଭୂମିପୂଜନ ନଭେମ୍ବର ୨୪ରେ ଆରମ୍ଭ ହେବ –

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଧାର୍ମିକ-ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମହାଯାଜନାଙ୍କୁ ଅନୁଗ୍ରହ ପ୍ରଦାନ କରିବେ

ଢେଙ୍କାନାଳରେ ଚାଇଲଡ଼ ପର୍ଣ୍ଣ ସାଇଟ୍ ପାଇଁ ଛାନବିନ୍‌ ଚାଲିଥିଲା ବେଳେ ସିବିଆଇର ୮ ଅଧିକାରୀଙ୍କୁ ମାଡ-

ଚାଇଲଡ଼ ପର୍ଣ୍ଣ ସାଇଟ୍ କରି ବିପୁଳ ଟଙ୍କାର ବିଦେଶୀ ଅର୍ଥ ଉପାର୍ଜନ କରୁଥିବା ଖବର ଜଣାପଡ଼ିବା ପରେ ଖବର ଛାନବିନ୍ ପାଇଁ ପହଂଚି ଥିଲା ସିବିଆଇ

ଭଦ୍ରକ ଆଗରପଡ଼ାରେ ଅନ୍‌ଲାଇନ୍ ରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ:

ଭଦ୍ରକ ଆଗରପଡ଼ାର ମନୋରଂଜନ ଦାସ ,ଢେଙ୍କାନାଳ ଜୁବୁଲି ଟାଉନରେ ମଧ୍ୟ ମିଥୁନ ନାୟକ ନାମକ ଜଣେ ଯୁବକଙ୍କ ଘରେ ମଧ୍ୟ ଚଢାଉ କରିଛି ସିବିଆଇ ।

ଆଜି ଜାତୀୟ ପ୍ରେସ୍ ଦିବସ

୧୯୬୬ ମସିହାରେ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ପ୍ରତିଷ୍ଠାକୁ ସମ୍ମାନ ଏବଂ ସ୍ୱୀକୃତି ଦେବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ ରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଏ ।

ଶେଷ ହେଲା ବିଟ୍ରିଶ୍ ଅମଳର ନିୟମ : ଏଣିକି ରାତିରେ ବି ହସ୍ପିଟାଲ ଗୁଡିକରେ ହୋଇପାରିବ ପୋଷ୍ଟମର୍ଟମ-

ବର୍ତ୍ତମାନ କେବଳ ଦିନରେ ତଥା ସଂଧ୍ୟା ୫ ଟା ମଧ୍ୟରେ ଶବବ୍ୟବଚ୍ଛେଦ କରିବାର ନିୟମ ରହିଥିଲା । ତେବେ ଏହି ବିଟ୍ରିଶ୍ ଅମଳର ନିୟମ ଆଜି ଶେଷ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ।