ଭୁବନେଶ୍ବର: ୨୮/୦୫(ଅଶୋକ sahu): ଚଳିତ ଥର ଓଡ଼ିଶାକୁ ମଧ୍ୟ ମୌସୁମୀ ସଅଳ ସ୍ପର୍ଶ କରିବ। ଗୁରୁବାର ସୁଦ୍ଧା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ଉତ୍ତରପଶ୍ଚିମ ଓ ସଂଲଗ୍ନ
Category: Uncategorized
ଗାନ୍ଧୀ ପଡିଆ ଠାରେ ସୋନପୁର ପ୍ରିମିଅର ଲିଗ ୩ ଉଦ୍ଘାଟିତ: ଉଦଘାଟନୀ ମ୍ୟାଚ ରେ ବିଜୟ ଫାଇଟର ବିଜୟୀ
ସୋନପୁର ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ସକାଳ ୮ ଟା ରେ SPL-3 ର ଶୁଭ ଉଦ୍ଘାଟନ ହୋଇଯାଇଛି l ଏହି ଅବସରରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ ମୁଖ୍ୟ ଅତିଥି
ଜଗନ୍ନାଥ ଧାମ ଓ ମହୋଦଧି ନାମରୁ ବିରତ ପାଇଁ ପଶ୍ଚିମବଙ୍ଗକୁ ଚିଠି ଲେଖିବ ଓଡ଼ିଶା
ଭୁବନେଶ୍ୱର:୦୬/୦୫(ଅଶୋକ ସାହୁ): ଶ୍ରୀମନ୍ଦିରର ଚତୁର୍ଦ୍ଧା ବିଗ୍ରହଙ୍କ ବଳକା ଦାରୁରେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବା ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ
ବିଜେପିକୁ ଜୟନାରାୟଣ ଅଡ଼ୁଆ:ବିଧାନସଭାରେ ଉଠିବ ପ୍ରସଙ୍ଗ
ଭୁବନେଶ୍ବର:୧୦/୦୩(ଅଶୋକ ସାହୁ ): ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରି ବିଧାୟକ ଜୟନାରାୟଣ ମିଶ୍ର ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ ବୋଲି ଦେଇଥିବା ମନ୍ତବ୍ୟ ସାରା ରାଜ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।
ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର:୫/୦୩(ଅଶୋକ ସାହୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀକୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନଆସିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ
ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା
ସୋନପୁର – ୦୫/୦୩/୨୫(ଭାସ୍କର ଦାଶ):ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ପଞ୍ଚମ ଦିବସରେ ପୌର ପରିଷଦ ସ୍ତରୀୟ ମହିଳା ଦିବସ ପାଳନ
ଶିଶୁକନ୍ୟା ପେଟରେ ୬୦ ଚେଙ୍କ
ନବରଙ୍ଗପୁର/ରାଇଘର: ୦୪/୦୩: ବ୍ୟାପକ ସଚେତନତା ସତ୍ତ୍ବେ କୌଣସି ପ୍ରଭାବ ପଡ଼ିଲା ନାହିଁ। ନବରଙ୍ଗପୁର ଜିଲ୍ଲାରେ ଜାରି ରହିଛି ମାରାତ୍ମକ ଚେଙ୍କ ଚିକିତ୍ସା। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ଦୁଇଟି ଘଟଣା ସାମ୍ନାକୁ ଆସିଲାଣି। ଗତକାଲି
ଜଗତସିଂହପୁରରେ ଟ୍ରିପଲ ମର୍ଡର: ପରିବାରର ୩ ଜଣଙ୍କୁ ହତ୍ୟା
ଜଗତସିଂହପୁର: ୦୪/୦୩: ଜଗତସିଂହପୁର ସହରରେ ଜଘନ୍ଯ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣା ଘଟିଛି ଜଗତସିଂହପୁର ସହର ଜୟବଡ଼ ଅଞ୍ଚଳରେ। ମୃତକମାନେ ହେଲେ କାଳିଆ
ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ:୦୪/୦୩(ମମତା ମହାପାତ୍ର )ଆସନ୍ତାକାଲି ଫାଲଗୁନ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦