JEE ମେନ୍ ର ପରୀକ୍ଷାଫଳ,୧୩ ଛାତ୍ରଛାତ୍ରୀ ରଖିଛନ୍ତି ଶତ ପ୍ରତିଶତ ନମ୍ୱର, ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ-୨୦୨୧ ମାର୍ଚ୍ଚ ସେସନର ଫଳାଫଳ ଘୋଷଣା ହୋଇଛି
Category: Education
ଆଜିଠୁ ଆରମ୍ଭ ଜେଇଇ ମେନ ; ଓଡିଆ ସମେତ ୯ ଟି ଆଂଚଳିକ ଭାଷାରେ ହେବ ପରୀକ୍ଷା
ଆଜି ଠାରୁ ଜେଇଇ ମେନ ପରୀକ୍ଷା ଆରମ୍ଭ ହେଉଛି । ଏହି ପରୀକ୍ଷା ଦେଶର ୩୩୧ଟି ସହରରେ ହେଉଥିବା ବେଳେ ଏହା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ
ପୁରୀ ଜିଲ୍ଲା ସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ, ଅନୁପସ୍ଥିତ ଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ
ପୁରୀ ଜିଲ୍ଲାର ସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଚାନକ ଗସ୍ତ । ସ୍କୁଲ ଗୁଡିକରେ ବିଏସଇ ଦ୍ୱାରା ଧାର୍ଯ୍ୟ ପ୍ୟାଟର୍ଣ୍ଣ ପରୀକ୍ଷା ଉପରେ ଗୁରୁତ୍ୱ । ଯେଉଁ ସ୍କୁଲଗୁଡିକରେ ଏହି ପ୍ୟାଟର୍ଣ୍ଣରେ ପରୀକ୍ଷା
ବିନା ବାର୍ଷିକ ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ସବୁ ପାସ୍
ମହାମାରୀ କରୋନା ସଂକଟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରହିଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ପାସ କରାଯିବ ବୋଲି ରାଜ୍ୟ ସ୍କୁଲ
ଏପ୍ରିଲ ମାସରୁ ରବିବାର ଆଉ ସ୍କୁଲରେ କ୍ଲାସ ହେବନାହିଁ –
ଏପ୍ରିଲ ମାସରୁ ଆଉ ରବିବାର ହେବନାହିଁ କ୍ଲାସ । କେବଳ ହେବ ରିଭିଜନ କ୍ଲାସ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବର୍ତ୍ତମାନ ପ୍ରଚଣ୍ଡ ଖରା ଯୋଗୁଁ
ଏପ୍ରିଲ ମାସରୁ ସ୍କୁଲରେ ଆଉ ରବିବାର ହେବନାହିଁ କ୍ଲାସ, ମାର୍ଚ୍ଚ ସୁଦ୍ଧା ସରିଯିବ କୋର୍ସ: ଗଣଶିକ୍ଷା ମନ୍ତ୍ରୀ
କୋଭିଡ୍ ଯୋଗୁ ଏବର୍ଷ ବିଳମ୍ବରେ ଆରମ୍ଭ ହୋଇଛି ଶିକ୍ଷାବର୍ଷ । କୋର୍ସ ସାରିବା ପାଇଁ ସପ୍ତାହରେ ସାତ ଦିନ କ୍ଲାସ କରାଯାଉଛି । ପାଖାପାଖି କୋର୍ସ ଶେଷ ହୋଇ ଆସିଲାଣି । ଏପ୍ରିଲରୁ ହେବ
ଗୌତମ ଦାସ ୨୦୨୧ ଜେଇଇ ମେନରେ ଓଡିଶାରୁ ଟପ୍ପର
୨୦୨୧ ଜେଇଇ ମେନ୍ (ଫେବୃଆରୀ ସେସନ)ରେ ରାଜ୍ୟ ଟପ୍ପର ଭାବରେ ଗୌତମ ଦାସ ସ୍ଥାନ ପାଇଛନ୍ତି । ୨୦୨୧ ଜେଇଇ ମେନର ଫଳାଫଳ ସୋମବାର ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ଘୋଷଣା କରାଯାଇଛି
କରୋନା କାଳରେ ଭାରତର ୨୫ କୋଟି ପିଲାଙ୍କ ଶିକ୍ଷା ଉପରେ ପ୍ରଭାବ ପଡ଼ିଛି: UNICEF
ମହାମାରୀ କୋଭିଡ୍ ସମୟରେ ସମସ୍ତ ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚିଥିବା ସରକାର ଦାବି କରୁଛନ୍ତି । କିନ୍ତୁ ୟୁନିସେଫ୍ (UNICEF) ଜାରି କରିଥିବା ରିପୋର୍ଟ ଅନ୍ୟ କିଛି କହୁଛି । ରିପୋର୍ଟ ଅନୁସାରେ, ମହାମାରୀ
ବଦଳିଲା ସକାଳୁଆ ସ୍କୁଲ ସମୟ, ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ହେବ ପାଠପଢା-
ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ ଟା ପର୍ଯ୍ୟନ୍ତ ସ୍କୁଲ ହେବ । ସେହିଭଳି ଦଶମ ଓ ଦ୍ୱାଦଶ
ଶିକ୍ଷକ ହେବ ତ ଏମିତି….
ବଲାଙ୍ଗୀର ଜିଲ୍ଲା ମାଓ ପ୍ରବଣ ଖପ୍ରାଖୋଲ ବ୍ଲକ ରେ ଦେଖିବାକୁ ମିଳିଛି ଏକ ଆବେଗାତ୍ମକ ଦୃଶ୍ୟ । ସ୍ଥାନୀୟ ଭାନପୁର ନୋଡାଲ ସ୍କୁଲର ଜଣେ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପାଇଁ ପୁରା