ସୁନାବେଶରେ ଦାରୁଦିଅଁ: ୧୨ ଲକ୍ଷ ଭକ୍ତଙ୍କ ସମାଗମ

ପୁରୀ: ୦୭/୦୭/୨୦୨୫(ମମତା ମହାପାତ୍ର ): ମହଣ ମହଣ ସୁନା ଆଭୂଷଣରେ ସଜେଇ ହେଲେ ବ୍ରହ୍ମାଣ୍ଡ ସାଆନ୍ତ। ହାତରେ ଶ୍ରୀଭୂଜ, ପାଦରେ ଶ୍ରୀପୟର ଓ ମସ୍ତକରେ ସୁବର୍ଣ୍ଣ କିରୀଟ ପରିଧାନ କରି ମହାପ୍ରଭୁ ରାଜା ବେଶରେ

ତୁଳସୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ବିଭ୍ରାଟ

କେନ୍ଦ୍ରାପଡ଼ା: ବାହୁଡ଼ା ଯାତ୍ରାର ଦ୍ବିତୀୟ ଦିନରେ ବଡ଼ଦେଉଳରେ ପହଞ୍ଚି ପାରିନାହିଁ ତୁଳସୀକ୍ଷେତ୍ରାଧିପତି ପ୍ରଭୁ ବଳଦେବ ଜିଉଙ୍କ ବ୍ରହ୍ମତାଳଧ୍ବଳ ରଥ। ଆଜି ମାତ୍ର ତିନିଶହ ମିଟର ରଥ ଗଡ଼ି ଚନ୍ଦନ ପୋଖରୀ ନିକଟରେ ବାମମୋଡ଼ ନେଇ

ଆଜି ମହାପ୍ରଭୁଙ୍କ ଅଧରପଣା :

ପୁରୀ: ୦୭/୦୭/୨୦୨୫: (ମମତା ମହାପାତ୍ର ): ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡା। ଦ୍ବାଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ଅଧର ଛୁଉଁଥିବା ତୁମ୍ଭାକାର ମାଟିହାଣ୍ଡିରେ ପଣା ଭୋଗ ପରେ

ଭଞ୍ଜକଳା ମଣ୍ଡପରେ ୨ୟ କୁମାର ଉତ୍ସବ 

ଆକାଶର ଜହ୍ନ ସାଥେ କୁଆଁରୀ ମନର ଅସୁମାରୀ ଆଶାକୁ ନୃତ୍ୟରେ ରୂପାନ୍ତରିତ କରି ଅନୁଷ୍ଠିତ ହୋଇଯାଇଛି କୁମାର ଉତ୍ସବ। ଶୁକ୍ରବାର ନୃତ୍ୟାନୁଷ୍ଠାନ ନୃତ୍ୟାୟନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ୨ୟ କୁମାର ଉତ୍ସବ ପାଳନ କରାଯାଇଛି।

ଶ୍ରୀମନ୍ଦିରରେ ରାଧାଷ୍ଟମୀ

ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିକୁ ରାଧାଷ୍ଟମୀ ଭାବେ ପାଳନ କରାଯାଇଥାଏ। ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ। ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବେ ପାଳନ

ବଢ଼ିଲା ଲୋକକଳା କଳାକାରଙ୍କ ପାରିଶ୍ରମିକ

ବଢ଼ିଲା ଲୋକକଲା କଳାକାରଙ୍କ ପାରିଶ୍ରମିକ । ଲୋକ କଳାକାରଙ୍କ ପାରିଶ୍ରମିକ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା

ହେରାପଞ୍ଚମୀରେ ଗୁଣ୍ଡିଚା ମନ୍ଦିର ଆସି ନନ୍ଦିଘୋଷ ରଥ ଭାଙ୍ଗିଲେ ମI ମହାଲକ୍ଷ୍ମୀ

ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳାଖେଳା । ହେରାପଞ୍ଚମୀ ଅବସରରେ ଗୁଣ୍ଡିଚା ମନ୍ଦିର ଆସି ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ । ବର୍ଷା ଓ ନୀତି ବିଳମ୍ବ ଯୋଗୁ ଭୋର ୩ଟାରେ ମାଆ ମହାଲକ୍ଷ୍ମୀ

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା । ସକାଳ ଧୂପ ପରେ ଏହି ଆଡ଼ପ ଅବଢ଼ା ବାହାରିଛି। ଆଡ଼ପ ମଣ୍ଡପରୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା

ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠରେ ମହାଆଡ଼ମ୍ବରରେ ଘୋଷଯାତ୍ରା ଅନୁଷ୍ଠିତ

ନିଶ୍ଚିନ୍ତକୋଇଲି ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ରେ ଶାନ୍ତି ଶୃଙ୍ଖଳା ସହିତ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ଯାତ୍ରା ପ୍ରଶାସନିକ ସହଯୋଗ ଓ ବହୁ ଭକ୍ତ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି l

ମହାପ୍ରଭୁ ସୁସ୍ଥ ହେଲେ

ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ