ଦିନିକିଆ ନୂଆପଡା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ । ମହାନିର୍ଦ୍ଦେଶକ ଦାୟିତ୍ୱ ନେବା ପରେ ପ୍ରଥମ ଥର କରି ସେ ନୂଆପଡା ଗସ୍ତରେ ଯାଇଥିଲେ ।
Category: State
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ପୁଣି ହାତୀ ଆତଙ୍କ ଘର ଭାଙ୍ଗିବା ସହିତ ଛେଳିକୁ କଚାଡି ମାରିଛନ୍ତି
ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଝାଡଖଣ୍ଡୀ ହାତୀ ଘର ଭାଙ୍ଗିବା ସହିତ ଛେଳିକୁ କଚାଡି ମାରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ।
ଦୁଇ ଅଟୋ ମଧ୍ୟରେ ଧକ୍କା, ଜଣେ ମୃତ ଓ ୭ ଆହତ
ଦୁଇ ଅଟୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଅଟୋରେ ଥିବା ମହିଳାଙ୍କ ମୃତ୍ୟୁ ହୋଇଛି ଓ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ବୁଢାନେଲଡି ନିକଟରେ ।
ନୂଆପଡା ଜିଲ୍ଲାରେ ବାଘର ଆତଙ୍କ
ନୂଆପଡା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବାଘ ଆତଙ୍କ । ଗାଈକୁ ଟାଣିନେଲା ଓ ରକ୍ତ ଶୋଷି ନେଲା ମହାବଳ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମହିଳା ଆରଆଇ ଭିଜିଲାନ୍ସ ଜାଲରେ ଧରାପଡିଲେ-
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଦୁଧାରୀ ଆରଆଇ କ୍ଷୀରାବ୍ଧି ତନ୍ମୟା ସ୍ୱାଇଁ । ମୃତ୍ୟୁ ପଞ୍ଜୀକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ବିଭାଗୀୟ ଅଧିକାରୀ ତାଙ୍କୁ ଧରିଛନ୍ତି ।
ରାଜ୍ୟରେ ବଡ ଧରଣର ଜିଏସ୍ଟି ରେଡ୍ : ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ-
ରାଜ୍ୟରେ ବଡ ଧରଣର ଜିଏସ୍ଟି ରେଡ୍ କରାଯାଉଛି । ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ କରାଯାଉଛି ।
ବଡ଼ ଓଷା ‘ଗଜ ଭୋଗ’ ଧବଳେଶ୍ୱରଙ୍କ ନିକଟରେ ଲାଗୁ ହେଲା –
ଧବଳେଶ୍ୱର ମନ୍ଦିରର ସେବାୟତମାନେ ବୁଧବାର ବିଳମ୍ବିତ ରାତିରେ ଭଗବାନ ଶିବଙ୍କୁ ‘ଗଜ ଭୋଗ’ ଲାଗୁ କରିଛନ୍ତି ।
କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ-
ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତମାନଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିରର ଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ।
ବହୁ ପ୍ରତୀକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା କାର୍ଯ୍ୟ ପାଇଁ ଭୂମିପୂଜନ ନଭେମ୍ବର ୨୪ରେ ଆରମ୍ଭ ହେବ –
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଧାର୍ମିକ-ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମହାଯାଜନାଙ୍କୁ ଅନୁଗ୍ରହ ପ୍ରଦାନ କରିବେ
ଢେଙ୍କାନାଳରେ ଚାଇଲଡ଼ ପର୍ଣ୍ଣ ସାଇଟ୍ ପାଇଁ ଛାନବିନ୍ ଚାଲିଥିଲା ବେଳେ ସିବିଆଇର ୮ ଅଧିକାରୀଙ୍କୁ ମାଡ-
ଚାଇଲଡ଼ ପର୍ଣ୍ଣ ସାଇଟ୍ କରି ବିପୁଳ ଟଙ୍କାର ବିଦେଶୀ ଅର୍ଥ ଉପାର୍ଜନ କରୁଥିବା ଖବର ଜଣାପଡ଼ିବା ପରେ ଖବର ଛାନବିନ୍ ପାଇଁ ପହଂଚି ଥିଲା ସିବିଆଇ