ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଅଟୋରିକ୍ସା ପ୍ରଦାନ, ଆୟ ବୃଦ୍ଧି ସାଙ୍ଗକୁ ଦୁର୍ଗମ ଅଞ୍ଚଳରେ ଗମନା ଗମନ ସୁବ୍ୟବସ୍ଥା ର ଲକ୍ଷ

ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଅଟୋରିକ୍ସା ପ୍ରଦାନ, ଆୟ ବୃଦ୍ଧି ସାଙ୍ଗକୁ ଦୁର୍ଗମ ଅଞ୍ଚଳରେ ଗମନା ଗମନ ସୁବ୍ୟବସ୍ଥା ର ଲକ୍ଷ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ପ୍ରଶାସନ ପକ୍ଷରୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ଅଟୋରିକ୍ସା ପ୍ରଦାନ କରି ତାଙ୍କ ଆୟ ବୃଦ୍ଧି ସାଙ୍ଗ କୁ ଦୁର୍ଗମ ଅଂଚଳରେ ଗମନା ଗମନ ର ସୁ ବ୍ୟବସ୍ଥା କରିବା ପାଇଁ ଆହ୍ବାନ କରିଛନ୍ତି। ଆଜି ଏହି ଅଟୋରିକ୍ସା କୁ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଯୋଗ ଦେଇ ଶୁଭ ଉଦଘାତନ କରିଥିବା ବେଳେ ବିରିଘାଟ ଜିପିଏଲଫ ସଭାପତି ସମ୍ପାଦକ, ସଦସ୍ୟା, ଏବଂ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ। ଗୋଷ୍ଠୀର ପାଣ୍ଠି ବୃଦ୍ଧି କରି ଅନ୍ୟଙ୍କ ପାଇଁ ଉଦାହରଣ ହେବାକୁ ଅନୁପ୍ରାଣିତ କରିଥିଲେ।

Leave a Reply

Your email address will not be published. Required fields are marked *