ସମ୍ବଲପୁର,୨୧/୦୪: ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ୱର ବାହାରେ ଲୋକଙ୍କ ଅଭିଯୋଗ ଶୁଣିବେ। ସୋମବାର ସମ୍ବଲପୁରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣିକୁ ସଫଳତାର ସହିତ
Category: State
ମହାପ୍ରଭୁଙ୍କ ଦର୍ଶନ ଆଜି ୫ଘଣ୍ଟା ବନ୍ଦ ରହିବ
ପୁରୀ,୨୧ା୪: ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଏହି ନୀତି ସମ୍ପାଦନ କରାଯାଏ। ଏହା ଏକ
ମାନ୍ୟବର ମନ୍ତ୍ରୀ କ୍ରୀଡା ଓ ଯୁବସେବା ବିଭାଗ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ୱାରା ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ
ସୁବର୍ଣ୍ଣପୁର :ତା ୨୦/୦୪:ଜିଲ୍ଲାର କ୍ରୀଡା ଓ କ୍ରୀଡ଼ାବିତଙ୍କ ବିକାଶ ତଥା ପ୍ରୋତ୍ସାହନ ନିମନ୍ତେ ଆଜି ସୁବର୍ଣ୍ଣପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି।
ଇଡି ଅଫିସ ଆଗରେ ଯୁବ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ବର: ୨୦/୦୪: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ବରସ୍ଥିତ ଇଡି କାର୍ଯ୍ୟାଳୟ ଘେରଉ କରାଯାଇଛି। ଯୁବ କଂଗ୍ରେସର କର୍ମୀମାନେ ଏକ ଶୋଭାଯାତ୍ରାରେ ଇଡି ଅଫିସ ସମ୍ମୁଖରେ ପହଞ୍ଚି ସେଠାରେ ଥିବା ବ୍ୟାରିକେଡ୍କୁ ଭାଙ୍ଗି
୨୪ ଘଣ୍ଟା ଧରି ପଡ଼ିରହିଛି ଏତୁଆ ଏକ୍କାଙ୍କ ଶବ, କ୍ଷତିପୂରଣ ଦାବି ଧାରଣାରେ ବରକାନି ଗ୍ରାମବାସୀ
ରାଉରକେଲା: ୨୦/୦୪:ପୂରଣ ହେଉନି ଦାବି l ୨୪ ଘଣ୍ଟା ଧରି ପଡି ରହିଛି ମୃତ ଏତୁଆ ଏକ୍କାଙ୍କ ଶବ l ଜମି ବଦଳରେ ଜମି, ମୃତକଙ୍କ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ
ସୁବର୍ଣ୍ଣପୁରରେ ଓଡ଼ିଆ ସପ୍ତାହ ପାଳିତ
ସୁବର୍ଣ୍ଣପୁର – ତା.୧୯/୦୪ (ଭାସ୍କର ଦାଶ):-ଓଡ଼ିଆ ଭାଷା ଓ ଲିପିର ସମୃଦ୍ଧି ତଥା ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରିକ କାର୍ଯ୍ୟ ସମ୍ପାଦନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି
ଜିଲ୍ଲା ନୋଡାଲ ସଚିବ ତଥା ସ୍ବତନ୍ତ୍ର ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କ ଜିଲ୍ଲା ଗସ୍ତ
ସୁବର୍ଣ୍ଣପୁର, ତା ୧୮/୦୪/୨୫(ଭାସ୍କର ଦାଶ):-ସ୍ବତନ୍ତ୍ର ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ନୋଡାଲ ସଚିବ ଶ୍ରୀମତୀ ସୌଦାମିନୀ ସେଠୀ ସୁବର୍ଣ୍ଣପୁର ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସି ପଞ୍ଚାୟତିରାଜ ଓ ପାନୀୟ
ସୁବର୍ଣ୍ଣପୁର କଂଗ୍ରେସ ପକ୍ଷରୁ ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ
ସୁବର୍ଣ୍ଣପୁର- ୧୬/୪/୨୫(ଭାସ୍କର ଦାଶ):- ନେସନାଲ ହେରାଲ୍ଡ ଓ କଂଗ୍ରେସ ନେତୃମଣ୍ଡଳୀଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଓ ମିଥ୍ୟା କେସ ଦାୟର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନିର୍ଦେଶ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା
ଜଗତସିଂହପୁର ରାଜନୀତିରେ ହଲଚଲ: ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଜଗତସିଂହପୁର: ୧୬/୦୪: ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ବିଜେପିର ରାଜେନ୍ଦ୍ର ବିଶୋଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୧୩ କାଉନସିଲର। ୧୫ ନମ୍ବର ଵାର୍ଡର ବିଜେଡି କାଉନସିଲର ମନୋଜ ମହାନ୍ତିଙ୍କ ନେତୃତ୍ବରେ ଏହି ଅନାସ୍ଥା
ଟ୍ରକ୍ ଓ ପିକଅପ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଗୁରୁତର
ବସ୍ତା: ୧୬/୦୪:ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲରା ସ୍ଥିତ ବୁଲବୁଲ ଢ଼ାବା ନିକଟରେ ଟ୍ରକ୍ ଓ ପିକ ଅପ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଭେଲରା

