ଯାଜପୁର:୧୩/୦୬(ସୁଜାତା ଗୋସ୍ୱାମୀ ): ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପୁଥିବା ଡାଇରିଆ ନିୟନ୍ତ୍ରଣକୁ ଆସୁନି। ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୨୨ ଥିବାବେଳେ ଡାଇରିଆଜନିତ
Category: News
ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ
ଅହମ୍ମଦାବାଦ: ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁଦେଖୁ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଏହି ଭୟାବହ ଦୁର୍ଘଟଣାରେ ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ଜଣାପଡ଼ି
ଗାନ୍ଧୀ ପଡିଆ ଠାରେ ସୋନପୁର ପ୍ରିମିଅର ଲିଗ ୩ ଉଦ୍ଘାଟିତ: ଉଦଘାଟନୀ ମ୍ୟାଚ ରେ ବିଜୟ ଫାଇଟର ବିଜୟୀ
ସୋନପୁର ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ସକାଳ ୮ ଟା ରେ SPL-3 ର ଶୁଭ ଉଦ୍ଘାଟନ ହୋଇଯାଇଛି l ଏହି ଅବସରରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ ମୁଖ୍ୟ ଅତିଥି
ଯୋଜନାର ସଫଳ ରୁପାୟନ ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ଜିଲ୍ଲାପାଳ
ନବରଙ୍ଗପୁର: ୨୧/୦୫(ଶ୍ରୀକାନ୍ତ ଦେହୁରୀ ): ସ୍ଥାନୀୟ ଜିଲ୍ଲାପରିଷଦ ସଭାଗୃହ ପରିସରରେ ମଙ୍ଗଳବାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର, କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକର ପିଇଓ ଏବଂ ଏସିଡିଇଓମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର: ଜୁନରୁ ମାସିକ ପାଇବେ ୩୫୦୦ ଟଙ୍କା
ଭୁବନେଶ୍ବର:୨୧/୦୫ (ଅଶୋକ ସାହୁ ): ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର। ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି
‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଦୃଷ୍ଟିଭଙ୍ଗୀ ନେଇ ଓଡ଼ିଶାରେ ପର୍ଯ୍ୟଟନ ପ୍ରକଳ୍ପର ବିକାଶ କରାଯିବ’
ଭୁବନେଶ୍ୱର: ୨୧/୦୫(ପ୍ରତୀକ୍ଷା ମିଶ୍ର ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫କୁ ଚୁଡାନ୍ତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ୟାନ୍ୟ
ବୀରମହାରାଜପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :
ବିଭିନ୍ନ ୭୨ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, ତା ୧୯/୦୫/୨୫(ଭାସ୍କର ଦାଶ):-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି l
ଖଣି ଓ ପରିବହନ ବିଭାଗର ସମୀକ୍ଷା ବୈଠକ: ବେଆଇନ ବାଲି ଚୋରାଚାଳନ ଉପରେ କଡା ଅଭିଯାନ, ସୂଚନା ଫଳକ ଲଗାଇବା ଉପରେ ଗୁରୁତ୍ୱ:
ସୁବର୍ଣ୍ଣପୁର, ତା. ୧୨/୦୫/୨୫(ଭାସ୍କର ଦାଶ):-ମାନ୍ୟବର ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ, ଓଡିଶା ଶ୍ରୀ ବିଭୂତି ଭୂଷଣ ଜେନା ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ସର୍କିଟ୍ ହାଉସ୍ରେ
ଲୋକ ଅଦାଲତ: ରାଜ୍ୟରେ ୧ ଲକ୍ଷ ୯୨ ହଜାର ମାମଲା ଫଇସଲା
କଟକ: ୧୧/୦୫: ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧ ଲକ୍ଷ ୯୨ ହଜାର ୩ଟି ମାମଲାର ଫଇସଲା କରାଯାଇଛି।
୭୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଆୟକର କମିଶନରଙ୍କୁ ଧରିଲା ସିବିଆଇ
ନୂଆଦିଲ୍ଲୀ:୧୧/୦୫: ୭୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ହାଇଦ୍ରାବାଦ ଆୟକର କମିଶନର ଜୀବନ ଲାଲ ଲାଭିଡିଆ ଏବଂ ଅନ୍ୟ ଚାରି ଜଣଙ୍କୁ ସିବିଆଇ ଗିରଫ କରିଛି। ପାଲୋନଜି ଗ୍ରୁପ୍ ସପକ୍ଷରେ ଏକ ଆବେଦନର

