ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୫ ପାଳିତ : ୬୦୬ ଜଣ ପଞ୍ଜିକୃତ ଶ୍ରମିକ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ସୁବର୍ଣ୍ଣପୁର, ତା ୦୧/୦୫/୨୫(ଭାସ୍କର ଦାଶ):- ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ବିଭିନ୍ନ ଶ୍ରମ ସଂଗଠନ ପକ୍ଷରୁ ଉଭୟ ଶ୍ରମଜୀବୀ ଓ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟ

ସରଡେଗା ରନିଂ ରୁମ୍ ଦୁର୍ଘଟଣାର ଡିଆର୍‌ଏମ୍‌ଙ୍କ ତଦନ୍ତ

ବନ୍ଧମୁଣ୍ଡା:୦୧/୦୪: ଏପ୍ରିଲ ୨୩ରେ ସୁନ୍ଦରଗଡ଼ ଜିଲ୍ଲାର ଚକ୍ରଧରପୁର ରେଳମଣ୍ଡଳର ସରଡେଗାସ୍ଥିତ ରେଳବାଇ ରନିଂ ରୁମ୍‌ରେ ସୁରକ୍ଷା ଅବହେଳା ଯୋଗୁ ଘଟିଥିବା ଦୁର୍ଘଟଣାର ତଦନ୍ତ ଡିଆର୍‌ଏମ୍‌ କରିଛନ୍ତି। ମାତ୍ର ତାହାର ଭିଜିଲାନ୍‌ସ ତଦନ୍ତ କରାଯିବା ପାଇଁ

ଆଇପିଏଲ୍‌: ସୁପର କିଙ୍ଗ୍‌ସକୁ ୪ୱିକେଟ୍‌ରେ ହରାଇଲା ପଂଜାବ କିଙ୍ଗ୍‌ସ

ଚେନ୍ନାଇ:୦୧/୦୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୫ର ୪୯ତମ ମ୍ୟାଚ୍‌କୁ ପଞ୍ଜାବ କିଙ୍ଗସ୍ ୪ୱିକେଟ୍‌ରେ ଜିତିଛି। ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଗୁରୁବାର ପଞ୍ଜାବ କିଙ୍ଗ୍‌ସ ବିଜୟ ଲକ୍ଷ୍ୟକୁ ୧୯.୪ ଓଭରରେ

କାଳବୈଶାଖୀ ପ୍ରଭାବ: ମେ’୧୦ ପର୍ଯ୍ୟନ୍ତ ତାତିରୁ ଆଶ୍ବସ୍ତି

ଭୁବନେଶ୍ୱର: ୦୧/୦୫(ଅଶୋକ ସାହୁ): କାଳବୈଶାଖୀ ଓ ଟ୍ରପଲାଇନ୍‌ର ପ୍ରଭାବ ଯୋଗୁ ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ତା‌ତିରୁ ଆଶ୍ବସ୍ତି ମିଳିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ତେବେ ଭାରତୀୟ ପାଣିପାଗ ବିଭାଗ

ଡ୍ରପ୍‌ଆଉଟ୍‌ ରୋକିବାକୁ ପଦକ୍ଷେପ ନେଲେ ସରକାର: ଘରକୁ ଘର ବୁଲିବେ ଶିକ୍ଷକ

ଭୁବନେଶ୍ବର: ଡ୍ରପ୍‌ଆଉଟ୍‌ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ବୁଧବାର(ଏପ୍ରିଲ ୩୦)ଠାରୁ ଘରକୁ ଘର ବୁଲି ଶୂନରୁ ୧୮ ବର୍ଷର ପିଲାଙ୍କୁ ଚିହ୍ନଟ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ। କେଉଁ ଗ୍ରାମର କେତେ ପିଲା ଅଧାରୁ

ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ନାହିଁ ଇକୋ ବ୍ୟବସ୍ଥା

କଟକ: ୩୦/୦୪:କର୍କଟ ରୋଗ ଯନ୍ତ୍ରଣାକୁ ବଳି ପଡୁଛି ପରୀକ୍ଷା ପାଇଁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରୁ ଏସ୍‌ସିବିକୁ ଧାଁ ଧପଡ଼ ଓ ଲମ୍ବା ଧାଡ଼ିରେ ରହି ରିପୋର୍ଟକୁ ଅପେକ୍ଷା। ବ୍ୟାଟେରୀ ଗାଡ଼ି,

ସୁବର୍ଣ୍ଣପୁର ଜିଲ୍ଲାରେ ମେ ୧୫ରୁ ରବି ଧାନ କ୍ରୟ ଆରମ୍ଭ

ସୁବର୍ଣ୍ଣପୁର, ତା ୩୦/୦୪/୨୫ (ଭାସ୍କର ଦାଶ):- ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ

ସୁବର୍ଣ୍ଣପୁରରେ ମହାରାଜ ବିରମିତ୍ରୋଦୟ ସିଂହ ଦେବଙ୍କ ୮୮ତମ ଶ୍ରାଦ୍ଧଦିବସ ପାଳିତ

ସୁବର୍ଣ୍ଣପୁର :୨୯/୦୪(ଭାସ୍କରଦାଶ):- ଓଡିଆ ଭାଷା ଭିତ୍ତିକ ଓଡ଼ିଶା ରାଜ୍ୟ ଗଠନରେ ସୋନପୁର ମହାରାଜା ବୀରମିତ୍ରୋଦୟ ସିଂହଦେବଙ୍କ ଅବଦାନକୁ ଅସ୍ବୀକାର କରାଯାଇ ନପାରେ। ସେହି ସମୟରେ ସବୁ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ମହାରାଜା ପୂର୍ଣ୍ଣ

ମଧୁବାବୁ ସ୍ବତନ୍ତ୍ର ଓଡ଼ିଶା ଗଠନର କର୍ଣ୍ଣଧାର: ଜଷ୍ଟିସ୍‌ ସଞ୍ଜିବ କୁମାର ପାଣିଗ୍ରାହୀ

ରାଉରକେଲା:୨୯/୦୪: ସ୍ବତନ୍ତ୍ର ଓଡ଼ିଶାର ଗଠନର କର୍ଣ୍ଣଧାର ଥିଲେ ମଧୁବାବୁ। ଓଡ଼ିଶାକୁ ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟଗଠନ କରିବା ପାଇଁ ମଧୁବାବୁ ଜୀବନକାଳ ସଂଘର୍ଷ କରିଥିଲେ। ଏଥିପାଇଁ ଓଡ଼ିଶାବାସୀ ତାଙ୍କୁ ସର୍ବଦା ମନେରଖିବେ ବୋଲି ଓଡ଼ିଶା ଉଚ୍ଚ

ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ପ୍ରସଙ୍ଗ: ଟଙ୍କା ଫେରିପାଇବେ ୯୫୩୭ ଜମାକାରୀ

ଭୁବନେଶ୍ବର:୨୯/୦୪: ବହୁ ବର୍ଷର ଲଢ଼େଇ ପରେ ଭୁବନେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୯୫୩୭ ଜଣ ଜମାକାରୀଙ୍କୁ ରାଜ୍ୟ ସରକାର ସଂପୂର୍ଣ୍ଣ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମେ’ ୧୫, ୨୦୧୫ରେ ଭୁବନେଶ୍ବର ଅର୍ବାନ