ପୁଣି ଚାଲିବ ପ୍ରଥମ ପର୍ଯ୍ୟାୟ ଟୀକାକରଣ

ଭୁବନେଶ୍ବର:ଆସନ୍ତାକାଲିଠାରୁ ପୁଣି ଚାଲିବ ପ୍ରଥମ ପର୍ଯ୍ୟାୟ ଟୀକାକରଣ । ୫୯ ସେସନ ସାଇଟରେ ୬୪୯୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ । ଏଥିରୁ ଭୁବନେଶ୍ୱରର ୧୦ଟି ସାଇଟ ରହିବ । ସେହିପରି ଫେବୃଆରୀ ୬ ତାରିଖରୁ

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୬୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା କାୟା। ଉଭୟ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଗତ ୨୪ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୬୦ ନୂଆ ଆକ୍ରାନ୍ତ । ଯାହାକୁ

ଝୁଲୁଛି ଅଜଣା ମୃତଦେହ, ତଳେ ପଡିଛି ବିଷ ଓ ମଦ ବୋତଲ

ଭଦ୍ରକ ୨।୨: ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଡାହାଲା ମହନ୍ତ ପୋଲ ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଚାଳକ ମୃତ

ସାନଖେମୁଣ୍ଡି(ଗଞ୍ଜାମ): ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଜରଡ଼ା ଥାନା କେଲୁଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା

ଓଡ଼ିଶା ଅନସ୍କ୍ରିପ୍ଟଟେଡ୍ ଫାଉଣ୍ଡେସନର ବାର୍ଷିକ ପତ୍ରିକା ସୁବର୍ଣ୍ଣା ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ଅନସ୍କ୍ରିପ୍ଟଟେଡ୍ ଫାଉଣ୍ଡେସନର ଅନସ୍କ୍ରିପ୍ଟଟେଡ୍ ଓଡିଆ ଆନୁକୁଲ୳ରେ ବାର୍ଷିକ ପତ୍ରିକା ସୁବର୍ଣ୍ଣା ଉନ୍ମୋଚିତ ହୋଇଯାଇଛି । ଭୁବନେଶ୍ୱର ଚଉଷଠି ଯୋଗିନି ଗେଷ୍ଟ ହାଉସ  ଏହି କାର୍ଯ୳କ୍ରମରେ ଅନୁଷ୍ଠିତ ହୋଇଥିଲା। ଡ଼ଃ ଅବଦୁଲ୍

ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି ପୋଲିସ

ଯାଜପୁର: ଶିଶୁର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଛି ପୋଲିସ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚାଇନିପୁର ପଞ୍ଚାୟତ ବିଦ୍ୟାଧରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସୂଚନାଯୋଗ୍ୟ, ବିଦ୍ୟାଧରପୁର ଗାଁର

ବୃଦ୍ଧାଙ୍କ ବେକରୁ ଲୁଟେରା ଝାମ୍ପି ନେଲେ ସୁନା ଚେନ୍‌

ବାଲିପାଟଣା: ବୃଦ୍ଧାଙ୍କ ବେକରୁ ଲୁଟେରା ଝାମ୍ପି ନେଇଛନ୍ତି ସୁନା ଚେନ୍‌ । ବାଲିଅନ୍ତା ଥାନା ବାଳକାଟିରେ ଘଟିଛି ଏହି ଘଟଣା । ବାଳକାଟି ଥାନାରେ ଲୁଟ୍‌ ଘଟଣା ନେଇ ମାମଲା ଅଭିଯୋଗ ହୋଇଛି ।

କଟକ ‘ସନ୍’ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ ୧।୨:ସୂଚନାଯୋଗ୍ୟ ଯେ, କଟକ ତୁଳସୀପୁରରେ ଥିବା ‘ସନ୍’ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁ

ଅଗ୍ନିକାଣ୍ଡ ରେ 2 ବଖରା ଗୃହ ଭସ୍ମୀଭୂତ..

ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଚାଇଁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି 2 ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି।ଗତକାଲି ବିଳମ୍ବିତ ରାତ୍ରରେ, ଏହି ଅଗ୍ନିକାଣ୍ଡ ଘଟିଥିଲା, ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାପତ୍ର ସମେତ ଗୋଟିଏ

ଜ୍ୟୋତିଷ ବିଚାର

ଅଦ୍ୟ ଜାନୁଆରୀ ୩୧ ତାରିଖ ୨୦୨୧ ମସିହା(ରବିବାର)ଶକାବ୍ଦ -୧୯୪୨ସମ୍ବତ -୨୦୭୭ସାଲ-୧୪୨୮ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି-ତୃତୀୟା ରାତ୍ରି ଘ୦୮/୩୬ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ନକ୍ଷତ୍ର-ପୂର୍ବା: ଫା ରାତ୍ରି ଘ୦୨/୦୫ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା: ଫାଚନ୍ଦ୍ର – ସିଂହଯୋଗ-ଶୋଭନକରଣ-ବାଣିଜ୍ୟସୌରମାସ -ମକର