ଭୁବନେଶ୍ୱର: ବରମୁଣ୍ଡା ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା । ପେଟ୍ରୋଲ ପମ୍ପରେ ତଦନ୍ତ ଆରମ୍ଭ କରିଛି ଫେରନସିକ୍ ଟିମ୍ । ପେଟ୍ରୋଲ ଓ ଡିଜେଲର ନମୁନା ଯାଞ୍ଚ କରାଯାଉଛି । ଗତକାଲି
Category: Regional
କର୍ମଚାରୀଙ୍କ ଟିକା ଖର୍ଚ୍ଚ ବହନ କରିବ ଏହି କମ୍ପାନୀ
ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍ ଲିମିଟେଡ୍ ଏବଂ କନସଲଟିଂ ଓ ଆଉଟସୋର୍ସିଂ କମ୍ପାନୀ Accenture Plc ଭାରତରେ ସେମାନଙ୍କ କର୍ମଚାରୀଙ୍କ କୋଭିଡ ଟିକାକରଣ ଖର୍ଚ୍ଚ ବହନ କରିବେ ବୋଲି ସୂଚନା ଦେଇଛନ୍ତି।ଭାରତରେ ଟୀକାକରଣ
ନୂଆ ଡିଜିଟାଲ୍ ମିଡିଆ ଗାଇଡଲାଇନରେ ହସ୍ତକ୍ଷେପ କରିପାରିବେନି ରାଜ୍ୟ
ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ-୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ ।
ବେଆଇନ ବିଦେଶୀ ମଦ ଦୋକାନ ଉପରେ ଚଢ଼ାଉ: ମଦ ନଷ୍ଟ କଲା ପୋଲିସ
ସାନଖେମୁଣ୍ଡି: ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ୍ ମଦ ବିକ୍ରି । ମଦ ଦୋକାନ ଉପରେ ଅତର୍କିତ ଚଢ଼ାଉ କରାଯାଇ ମଦ ଜବତ କରାଯିବ ପରେ ତାହାକୁ ନଷ୍ଟ କରାଯାଇଛି । ପାଟପୁର
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ
ଅହମ୍ମଦାବାଦ: ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ।
IED ବିସ୍ଫୋରଣରେ ୨ ଯବାନ ସହିଦ, ୨ ଗୁରୁତର
ରାଞ୍ଚି: ଝାଡ଼ଖଣ୍ଡରେ ଆଇଇଡି ବିସ୍ଫୋରଣ ଘଟିଛି । ପଶ୍ଚିମ ସିଂହିଭୂମର ହୋୟାହତୁ ଗାଁ ନିକଟ ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଛି । କମ୍ବିଂ ଅପରେସନ୍ ବେଳେ ହୋଇଥିବା ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିଦ
ଘାଟିରେ ଓଲଟିଲା ବସ୍, ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୪୦ ଯାତ୍ରୀ
କେନ୍ଦୁଝର: ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କିଛି
ଗୋଟିଏ ଓଭରରେ ୬ଟି ଛକା: ଯୁବରାଜଙ୍କ ରେକର୍ଡର ସମକକ୍ଷ ହେଲେ କିରଣ ପୋଲାର୍ଡ
ଓ୍ୱେଷ୍ଟଇଣ୍ଡିଜ କ୍ୟାପଟେନ୍ କିରଣ ପୋଲାର୍ଡଙ୍କ ଧମାଲ୍ । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ବିସ୍ଫୋରକ ଇନିଂସ ଖେଳିଛନ୍ତି । ୬ଟି ବଲରେ ମାରିଛନ୍ତି ୬ଟି ଛକା । ଅର୍ଥାତ ଗୋଟିଏ ଓଭରରେ ପୋଲାର୍ଡଙ୍କ ବ୍ୟାଟରୁ
କୋଭିଡ୍ ଟିକା ନେଲେ ଅରବିନ୍ଦ କେଜ୍ରିଓ୍ୱାଲ
ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ୟ୍ୟାୟ କୋଭିଡ୍ ଟିକାକରଣ ଚାଲିଛି । ଆଜି କୋଭିଡ୍ ଟିକା ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଦିଲ୍ଲୀ ସ୍ଥିତ ଏଲଏନଜେପି ହସ୍ପିଟାଲରେ ସେ ଟିକା ନେଇଛନ୍ତି । ଏହାସହ
ଦେଶରେ ଥିବା ବିଭିନ୍ନ ବନ୍ଦରର ବିକାଶ ପାଇଁ ଖର୍ଚ୍ଚ ହେବ ୮୨୦ କୋଟି ଡଲାର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରିଟାଇମ୍ ଇଣ୍ଡିଆ ସିମିଟ୍-୨୦୨୧ କୁ ଭିଡିଓକନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ଏବଂ କହିଛନ୍ତି ସାମୁଦ୍ରିକ ନୌବାଣିଜ୍ୟ କ୍ଷେତ୍ରର ବିକାଶ ପାଇଁ ୨୦୩୫ ମସିହା ସୁଦ୍ଧା ୮୨ ଆରବ ବା ୮୨୦

