ବାରିପଦା:ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ାବାନ୍ତିରେ ଆକ୍ରାନ୍ତ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ କାଶୀପାଳ ଗ୍ରାମରେ ଘଟଣା । ଗତ ମଙ୍ଗଳବାର ସଂଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗ୍ରାମବାସୀ। ତେବେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ାବାନ୍ତି ହେବାରୁ ଏକ
Category: KHABAR AAJIRA
କୋର୍ଟରେ ହାଜର ହେଲେ ରାଜା ଚକ୍ର
ବାଲେଶ୍ବର: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମ୍ବ୍ରାଞ୍ଚ୍ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ବିଜେଡି ନେତା ରାଜା ଚକ୍ରଙ୍କୁ ଆଜି ପୂର୍ବାହ୍ଣରେ ବାଲେଶ୍ବର ଓପିଆଇଡି କୋର୍ଟରେ
ମନୋଜ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ୦୪/୦୪: ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା-ସିନେ ନିର୍ମାତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମନୋଜଙ୍କୁ ସିନେ ଜଗତର ଆଇକନ୍ କହି ତାଙ୍କ ଗୁଣଗାନ
ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ,
ନୂଆଦିଲ୍ଲୀ,୩।୪: ବିଜୁ ଜନତା ଦଳ(ବିଜେଡି) ୱାକଫ (ସଂଶୋଧନ) ବିଲ ଉପରେ ତା’ର ମତ ପରିବର୍ତ୍ତନ କରିଛି। ଲୋକ ସଭାରେ ବିଲ ଆଗତ ହେବା ପରେ, ବିଜେଡି ଏହାର ବିରୋଧରେ ମତ ରଖିଥିଲା। କିନ୍ତୁ ଏହା
ସଂସଦରେ ୱକଫ ସଂଶୋଧନ ବିଲ ଗୃହୀତ
ନୂଆଦିଲ୍ଲୀ,୩।୪(ଅଖିଳେଶ ତ୍ରିପାଠୀ ): ସଂସଦରେ ୱକଫ ସଂଶୋଧନ ବିଲ ଗୃହୀତ ହେବା ପରେ, ରାଜନୈତିକ ମହଲରେ ଏହି ପ୍ରସଙ୍ଗ ଉଷ୍ମ ହେବାର ସ୍ପଷ୍ଟ ସଙ୍କେତ ମିଳିଛି। ମୁସଲିମ ଭୋଟର ରାଜନୀତି କରୁଥିବା ବିରୋଧୀ ଦଳଗୁଡ଼ିକ
ନୀତୀଶଙ୍କୁ ଡବଲ ଝଟକା
ପାଟନା,୩।୪: ଏବେ ଆଲୋଚନା ହେଉଛି କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ୱକଫ ସଂଶୋଧନ ବିଲ୍କୁ ସମର୍ଥନ କରି ଭୁଲ କରିଛି। ମହମ୍ମଦ କାସୀମ ଅନସାରୀଙ୍କ ପରେ ଜେଡିୟୁ ନେତା ମହମ୍ମଦ ଶାହନାୱାଜ
ସୋନପୁର ଜିଲ୍ଲା ବିଧାୟକ ନିରଞ୍ଜନ ପୁଝାରୀ ଓ ତାଙ୍କ ନିକଟ ସମ୍ପର୍କୀୟ ପଶ୍ଚିମ ବଙ୍ଗ ଗୋଚାଲାଣ ସନ୍ଦେହରେ ସି ବି ଆଇ ତଦନ୍ତ ଦାବୀ
ସୋନପୁର -୨/୦୪(ଭାସ୍କର ଦାଶ ):-ସୁବର୍ଣ୍ଣପୁର ଜିଲ୍ଲା ଗୋ ଓ ଗୋଚର ସୁରକ୍ଷା ମଞ୍ଚ ଆବାହକ ପ୍ରମୋଦ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସହ ସହ ଗୋ ମାତା ରକ୍ଷକ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ
A+ ଗ୍ରେଡରେ ରହିବେ ରୋହିତ ଶର୍ମା ଓ ବିରାଟ କୋହଲି, କଣ୍ଟ୍ରାକ୍ଟକୁ ଫେରିବେ ଆୟର
ନୂଆଦିଲ୍ଲୀ: ଭାରତୀୟ ଦଳକୁ ନିଜର ନେତୃତ୍ୱ ବଳରେ ଟି-୨୦ ବିଶ୍ୱକପ୍ ଓ ଚାମ୍ପିଅନ୍ସ ଟ୍ରଫି ଜିତାଇଥିବା ରୋହିତ ଶର୍ମା ବିସିସିଆଇର ୨୦୨୪-୨୫ କଣ୍ଟ୍ରାକ୍ଟ ଲିଷ୍ଟରେ ଏ ପ୍ଲସ ଗ୍ରେଡରେ ରହିବେ । ଗଣମାଧ୍ୟମ ରିପୋର୍ଟ
ବନକଲାଗି ନୀତି: ଆସନ୍ତାକାଲି ଜଗାଙ୍କୁ ୫ଘଣ୍ଟା ଦର୍ଶନ କରିପାରିବେନି ସାଧାରଣ ଦର୍ଶକ
ପୁରୀ: ୦୧/୦୪(ମମତା ମହାପାତ୍ର ): ମହାପ୍ରଭୁଙ୍କ ବନକଲାଗି ନୀତି ଆସନ୍ତାକାଲି (ବୁଧବାର) ଅନୁଷ୍ଠିତ ହେବ। ଚୈତ୍ର, ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବତୀୟ ଭୋଗମଣ୍ଡପ ଭୋଗ ଶେଷ
ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର:୦୧/୦୪(ଅଶୋକ ସାହୁ ): ଆଗାମୀ ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ

