ରାଜ୍ୟରେ ୧୦୯୯ ପଦବୀ ଖାଲି ପଡିଛି, ଆନ୍ଦୋଳନରତ ଏଏନଏମଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ –

ବିଧାନସଭାରେ ଉଠିଲା ଏଏନଏମ ନିଯୁକ୍ତି ପ୍ରସଙ୍ଗ  । ଆନ୍ଦୋଳନରତ ଏଏନଏମ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ । ଗୃହରେ ଆଜି ଏଏନଏମ ନିଯୁକ୍ତି ପ୍ରସଙ୍ଗରେ ବିବୃତି ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶ  । ଆଜି

କୁନିକୁ ସହାୟତାର ହାତ ବଢ଼ାଇ ହୃଦୟ ଜିଣିଲେ ସବ୍ୟସାଚୀ-

ପୁଣି ହୃଦୟ ଜିଣିଲେ ସବ୍ୟସାଚୀ  । ପୁରୀର କୁନିଙ୍କ ମୁହଁରେ ଫେରାଇଲେ ହସ । କୁନିଙ୍କ ଟ୍ୟୁମର ସଂପର୍କରେ ଏକ ଖବର ଦେଖି ସହାୟତାର ହାତ ବଢ଼ାଇଥିଲେ ସବ୍ୟସାଚୀ  । ଏବେ କୁନି ଯନ୍ତ୍ରଣାରୁ

ଜେଲ ଭିତରେ ବାହାଘର-

ପ୍ରେମରୁ ପ୍ରତାରଣା ଆଉ ତା ପରେ ପୁଣି ବୁଝାମଣା । ଏଭଳି ଘଟିଛି ଚୌଦ୍ୱାର ମଣ୍ଡଲ ଜେଲ୍ ରେ । ପୂର୍ବରୁ ଯେଉଁ ପ୍ରେମିକକୁ ପ୍ରତାରକ ର ଆଖ୍ୟା ଦେଇ ଜେଲ୍ ପଠାଇ ଦେଇଥିଲେ

ସାଇକେଲ ଚୋରି ରୁ ମହାଭାରତ, ହଣାକଟାରେ ଜଣେ ଗୁରୁତର

ସାଇକେଲ ଚୋରିରୁ ମହାଭାରତ । ଦୁଇ ଗୋଷ୍ଠିଙ୍କ ମଧ୍ୟରେ ହଣାକଟାରେ ଜଣେ ଗୁରୁତର । ଢେଙ୍କନାଳ କାମାକ୍ଷାନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାମାକ୍ଷାନଗର ଥାନା ଅନ୍ତର୍ଗତ ରାଇସିଙ୍ଗା ଗ୍ରାମରେ ଚରଣ ନାୟକଙ୍କ

ବାଲିନୀତିକୁ ନେଇ ଗୃହରେ ଉଠିଲା ଝଡ, ଓଡିଶାରେ ବାଲିନୀତି କାର୍ଯ୍ୟକାରୀ ଏତେ ବିଳମ୍ବ କାହିଁକି ବୋଲି : ପ୍ରଶ୍ନ କଲେ ମୋହନ ମାଝୀ

ବିଧାନସଭାରେ ବାଲି ତାତି  । ପ୍ରଶ୍ନକାଳରେ ବାଲିନୀତିକୁ ନେଇ ଉଠିଲା ଝଡ  । ଓଡିଶାରେ ବାଲିନୀତି କାର୍ଯ୍ୟକାରୀ ଏତେ ବିଳମ୍ବ କଣ ପାଇଁ ବୋଲି ପ୍ରଶ୍ନ କଲେ ମୋହନ ଚରଣ ମାଝୀ  । ଗୃହରେ

ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ, ବିଏସଏଫ ଯବାନ ଠାବ କଲେ ବିପୁଳ ବିସ୍ଫୋରକ

ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ । ଅଘଟଣରୁ ବର୍ତ୍ତିଲେ ବିଏସଏଫ ଯବାନ । ଠାବ ହେଲା ବିପୁଳ ପରିମାଣର ବିସ୍ଫୋରକ  । କୋରାପୁଟ ଜିଲ୍ଲା ନାରାୟଣପାଟଣା ପିଣ୍ଡାପଦର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର

ମେଜିକ ଟାୟାର ବଜାର କୁ ଆଣିଛନ୍ତି ସମ୍ବଲପୁର ର ବୈଜ୍ଞାନିକ, ପମ୍ପଚର କେବେ ହେବନି-

ଏକ ମେଜିକ ଟାୟାର ବଜାରକୁ ଆସିଛି । ଏହା ଯେଉଁ ଗାଡ଼ିରେ ଲାଗିଥିବ ସେ ଗାଡି ରାସ୍ତାରେ  ପମ୍ପଚର ହେବନି କି ଚକ ଫାଟିବନି । ସମ୍ବଲପୁର ର ଜଣେ ଇଞ୍ଜିନିୟର ଏହି ବିରଳ ଟାୟାର

ଜମ୍ମୁରେ କଂଗ୍ରେସର ‘ଅସନ୍ତୁଷ୍ଟ ନେତା’ ଏକତ୍ର ହେଲେ: ରାହୁଲଙ୍କ ବୟାନ ଉପରେ ହୋଇପାରେ ଚର୍ଚ୍ଚା-

କଂଗ୍ରେସ ପାର୍ଟିର ଅନ୍ତଃଦ୍ୱନ୍ଦ୍ୱ ପୁଣିଥରେ ଦେଖିବାକୁ ମିଳିଛି । ଯଦିଓ ଏହା ପୂରାପୁରି ସାମ୍ନାକୁ ଆସି ନାହିଁ ତଥାପି ଦଳରେ କିଛି ନେତା ଅସନ୍ତୁଷ୍ଟ ଥିବା ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଉତ୍ତର

ଆଜି ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଆଜି ଶ୍ରୀଜିଉଙ୍କ ଗଜଉଦ୍ଧାରଣ ବେଶ । ପାରମ୍ପାରିକ ବିଧି ଅନୁସାରେ ମାଘ ମାସ ପୂର୍ଣ୍ଣିମା ତିଥିରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ଗଜଉଦ୍ଧାରଣ ବେଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି