ଓ୍ବାକଫ ବିଲକୁ ନେଇ BJDର ମତ ପରିବର୍ତ୍ତନ,

ନୂଆଦିଲ୍ଲୀ,୩।୪: ବିଜୁ ଜନତା ଦଳ(ବିଜେଡି) ୱାକଫ (ସଂଶୋଧନ) ବିଲ ଉପରେ ତା’ର ମତ ପରିବର୍ତ୍ତନ କରିଛି। ଲୋକ ସଭାରେ ବିଲ ଆଗତ ହେବା ପରେ, ବିଜେଡି ଏହାର ବିରୋଧରେ ମତ ରଖିଥିଲା। କିନ୍ତୁ ଏହା

ସଂସଦରେ ୱକଫ ସଂଶୋଧନ ବିଲ ଗୃହୀତ 

ନୂଆଦିଲ୍ଲୀ,୩।୪(ଅଖିଳେଶ ତ୍ରିପାଠୀ ): ସଂସଦରେ ୱକଫ ସଂଶୋଧନ ବିଲ ଗୃହୀତ ହେବା ପରେ, ରାଜନୈତିକ ମହଲରେ ଏହି ପ୍ରସଙ୍ଗ ଉଷ୍ମ ହେବାର ସ୍ପଷ୍ଟ ସଙ୍କେତ ମିଳିଛି। ମୁସଲିମ ଭୋଟର ରାଜନୀତି କରୁଥିବା ବିରୋଧୀ ଦଳଗୁଡ଼ିକ

ନୀତୀଶଙ୍କୁ ଡବଲ ଝଟକା

ପାଟନା,୩।୪: ଏବେ ଆଲୋଚନା ହେଉଛି କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ୱକଫ ସଂଶୋଧନ ବିଲ୍‌କୁ ସମର୍ଥନ କରି ଭୁଲ କରିଛି। ମହମ୍ମଦ କାସୀମ ଅନସାରୀଙ୍କ ପରେ ଜେଡିୟୁ ନେତା ମହମ୍ମଦ ଶାହନାୱାଜ

A+ ଗ୍ରେଡରେ ରହିବେ ରୋହିତ ଶର୍ମା ଓ ବିରାଟ କୋହଲି, କଣ୍ଟ୍ରାକ୍ଟକୁ ଫେରିବେ ଆୟର

ନୂଆଦିଲ୍ଲୀ: ଭାରତୀୟ ଦଳକୁ ନିଜର ନେତୃତ୍ୱ ବଳରେ ଟି-୨୦ ବିଶ୍ୱକପ୍ ଓ ଚାମ୍ପିଅନ୍ସ ଟ୍ରଫି ଜିତାଇଥିବା ରୋହିତ ଶର୍ମା ବିସିସିଆଇର ୨୦୨୪-୨୫ କଣ୍ଟ୍ରାକ୍ଟ ଲିଷ୍ଟରେ ଏ ପ୍ଲସ ଗ୍ରେଡରେ ରହିବେ । ଗଣମାଧ୍ୟମ ରିପୋର୍ଟ

ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ: ଉତ୍କଳ ଦିବସରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ନୂଆଦିଲ୍ଲୀ: ୦୧/୦୪(ଅଖିଳେଶ ତ୍ରିପାଠୀ ):ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବ । ଆଗାମୀ ଦିନରେ ଧୂମଧାମରେ ପାଳନ ହେବ ଓଡ଼ିଶା ପର୍ବ । ରାଜଧାନୀର ଛାତି ଉପରେ ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ

ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର:୦୧/୦୪(ଅଶୋକ ସାହୁ )ଉତ୍କଳ ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଏକ୍ସ’ରେ ଲେଖିଛନ୍ତି

୩ ମହିଳାଙ୍କ ଟାର୍ଗେଟରେ ପୁରୁଷ: ଡିମାଣ୍ଡ ପୂରା ନ ହେଲେ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇବାକୁ ଧମକ ଦେଉଥିଲେ

ଜୟପୁର:୩୦/୦୩: ରାଜସ୍ଥାନର ଦୌସାରୁ ହନିଟ୍ରାପର ଏକ ମାମଲା ସାମ୍ନାକୁ ଆସିଛି। ଏଠାରୁ ତିନି ଜଣ ଏପରି ମହିଳାଙ୍କୁ ଗିରଫ କରାଯାଇଛି, ଯେଉଁମାନେ ପ୍ରଥମେ ଲୋକମାନଙ୍କୁ ନିଜ ଜାଲରେ ଫସାଇଥିଲେ ଏବଂ ପରେ ସେମାନଙ୍କଠାରୁ ଟଙ୍କା

ମହାପ୍ରଭୁଙ୍କ ଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ପୁରୀ: ୨୯/୦୩(ମମତା ମହାପାତ୍ର ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ସକାଳେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସେ ସକାଳ ପ୍ରାୟ ୭ଟା ୨୭ ମିନିଟରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ

କଣ୍ଟିଲୋ ନୀଳମାଧବ ମନ୍ଦିରରେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର:୨୪/୦୩(ପ୍ରତୀକ୍ଷା ମିଶ୍ର ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ସୋମବାର ପହଞ୍ଚିବା ପରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ

ଭିମ-ୟୁପିଆଇ କାରବାର (P2M) କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖବର

ନୂଆଦିଲ୍ଲୀ:୧୯/୦୩: ଭିମ-ୟୁପିଆଇ କାରବାର (P2M) କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଖବର ଅଛି। କେନ୍ଦ୍ର ସରକାର ଏବେ କମ୍ ମୂଲ୍ୟର ଭିମ-ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛନ୍ତି। ଯାହା ଅଧୀନରେ