ବଲାଙ୍ଗିର: ଓଲଟିଲା ପିକଅପ ଗାଡି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଆହତ ହୋଇଛନ୍ତି ୬ ଜଣ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଚାରିଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକମାନକୁ
Month: February 2021
THIS IS A NEWS AND ENTERTAINMENT CHANNEL.
Kusum TV is a 24 hour entertainment and news channel owned by Mrs. Kusum Manjari Das and Nilendu Kumar Das. It’s production house is Kusum
ଭଦ୍ରକ ଆଗରପଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ରନ୍ଧା ଦେଶୀ ମଦ ଜବତ.
ଭଦ୍ରକ ଆଗରପଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ରନ୍ଧା ଦେଶୀ ମଦ ଜବତ. ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭଦ୍ରକ ଅବକାରୀ ବିଭାଗ. ଜିଲ୍ଲାପାଳ ଡ଼. ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା
ଜ୍ୟୋତିଷ ବିଚାର
ଅଦ୍ୟ ଫେବୃଆରୀ ୦୩ ତାରିଖ ୨୦୨୧ ମସିହା(ବୁଧବାର)ଶକାବ୍ଦ -୧୯୪୨,ସମ୍ବତ -୨୦୭୭ସାଲ-୧୪୨୮,ସମ୍ବତ୍ସର -ଆନନ୍ଦୋମାଘମାସ-କୃଷ୍ଣପକ୍ଷତିଥି-ଷଷ୍ଠୀ ଦିବା ଘ୦୨/୪୦ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ଚିତ୍ରା ରାତ୍ରି ଘ୧୦/୦୬ ପର୍ଯ୍ୟନ୍ତ ତଦନ୍ତେ ସ୍ଵାତୀଚନ୍ଦ୍ର -କନ୍ୟା ଦିବା ଘ୧୦/୫୦ ପର୍ଯ୍ୟନ୍ତ ତଦନ୍ତେ
ମୃତଦେହ ନିଜ କାନ୍ଧରେ ଉଠେଇଲେ ମହିଳା ସବ୍ ଇନସପେକ୍ଟର
ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କାଶିବୁଗ୍ଗା ପୋଲିସ ଥାନାରେ ମହିଳା ପୋଲିସ କର୍ମୀ ସିରିଶା ପୋଲିସର ଉପ-ନିରୀକ୍ଷକ ଭାବେ ନିୟୋଜିତ ଅଛନ୍ତି । କୋଥାରୁ ଅଞ୍ଚଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସିରିଶାଙ୍କୁ ଖବର
ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ
ଭୁବନେଶ୍ୱର: ଆସନ୍ତା ବୁଧବାର ଦିନ ତଥା ମାଘ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ଅନୁଷ୍ଠିତ ହେବ। ଯେଉଁଥିପାଇଁ କାଲି ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।
ପାରାଦୀପ ବ୍ୟାଙ୍କରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଗାୟବ
ପାରାଦୀପ: ପାରଦୀପ ନିକଟସ୍ଥ ପାରାଦୀପ ଗଡ଼ ବଜାରରେ ଥିବା ୟୁନିୟନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର କଏନ୍ ଗାୟବ । ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ସୂଚନା
ଆଦିତ୍ୟ ଦାସ ମୃତ୍ୟୁ ମାମଲା:ସତ୍ୟପାଠ ମାଧ୍ୟମରେ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ,
ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଉପରୁ ହଟୁନି ପରଦା । ପୂର୍ବରୁ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଆଦିତ୍ୟଙ୍କ ମାଆ । ଆଜି ଆଦିତ୍ୟ ମୃତ୍ୟୁ ମାମଲାରେ ସତ୍ୟପାଠ
୨୪ ଘଣ୍ଟା ଯାଏଁ ଓଡ଼ିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର,
ଲୁଚି ରହିଛନ୍ତି ୧୦ରୁ ୧୫ ମାଓବାଦୀ, ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ
ବଲାଙ୍ଗିର: ବଲାଙ୍ଗିର ଲାଠୋର ବେନ୍ଦେର ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ । ଗତକାଲି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ

