ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ-

ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ-

ପଶ୍ଚିମବଙ୍ଗର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । କୋଭିଡ କଟକଣା ଭିତରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ ସମାପ୍ତ ହୋଇଛି ।

ଶପଥପାଠ ଉତ୍ସବ କୋଲକାତାସ୍ଥିତ ରାଜଭବନରେ ଅନୁଷ୍ଠିତ ହୋଇଛି। କୋଭିଡ ପାଇଁ ଅଳ୍ପ ଲୋକଙ୍କ ଉପସ୍ଥିତିରେ ମମତା ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀପ ଧନଖର ମମତାଙ୍କୁ ଶପଥ ପାଠ କରାଇଛନ୍ତି ।

Leave a Reply

Your email address will not be published. Required fields are marked *