କରୋନାରେ ଜେଲ ଉପରୁ ବୋଝ କମାଇବାକୁ ସ୍ପେଶାଲ ପାଲୋଲରେ ୧୨୬ ଜଣ କଏଦୀ ୩ ମାସ ପାଇଁ ଘରକୁ ଯାଇଛନ୍ତି –

କରୋନାରେ ଜେଲ ଉପରୁ ବୋଝ କମାଇବାକୁ ସ୍ପେଶାଲ ପାଲୋଲରେ ୧୨୬ ଜଣ କଏଦୀ ୩ ମାସ ପାଇଁ ଘରକୁ ଯାଇଛନ୍ତି –

ରାଜ୍ୟର ବିଭିନ୍ନ ଜେଲ୍‌ରେ ଏବେ କରୋନା ରୋଗୀ ଚିହ୍ନଟ ହେଲେଣି  ଯାହାଫଳରେ କଏଦୀ ମାନଙ୍କୁ ନେଇ ଜେଲ୍ କର୍ତ୍ତୁପକ୍ଷ ଏବେ ଚିନ୍ତାରେ । ତେଣୁ କରୋନାରେ ଜେଲ ଉପରୁ ବୋଝ କମାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି ।

ତାହା ହେଲା ମେ’ ୧୫ ସୁଦ୍ଧା ଓଡ଼ିଶାର ବିଭିନ୍ନ ଜେଲରୁ ୧୨୬ ଜଣ କଏଦୀ ସାମୟିକ ଭାବେ ମୁକ୍ତ ହୋଇଛନ୍ତି । ସ୍ପେଶାଲ ପାଲୋଲରେ ୧୨୬ ଜଣ କଏଦୀ ୩ ମାସ ପାଇଁ ଘରକୁ ଯାଇଛନ୍ତି ।

ତେବେ ପାରୋଲ ନେଇ ୪୪୯ ଜଣ କଏଦୀଙ୍କ ନାମ ତାଲିକାଭୁକ୍ତ ହୋଇଥିବାବେଳେ ୧୨୬ ଜଣ ଯାଇଥିବା ଜେଲ ଡିଆଇଜି କହିଛନ୍ତି । ଗତବର୍ଷ ପାରୋଲରେ ଯାଇଥିବା କଏଦୀଙ୍କୁ ପୁଣି ପାରୋଲ ଦେବାକୁ ସୁପ୍ରିମକୋର୍ଟ କହିଥିଲେ 

Leave a Reply

Your email address will not be published. Required fields are marked *