କରୋନାରେ ମୃତ ପରିବାରଙ୍କ ସନ୍ତାନଙ୍କୁ ବିଧାୟୀକାଙ୍କ ସହାୟତା ।

କରୋନାରେ ମୃତ ପରିବାରଙ୍କ ସନ୍ତାନଙ୍କୁ ବିଧାୟୀକାଙ୍କ ସହାୟତା ।

୧.ମେଟାଲ୍ ମୋରମ୍ ରାସ୍ତାକୁ ନେଇ ଦୁଇ ଗୋଷ୍ଠୀ ମୁହାମୁହିଁ , ଜୋର ଧରିଲା ରାସ୍ତାର ମରାମତି ଦାବି । ୨.ପାଉଁଶ ବୋଝେଇ ଟ୍ରକ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ । ୩.ଏକ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ରନ୍ଧାଖାଦ୍ୟ ସାମଗ୍ରୀ ବଣ୍ଟନ । ୪.କରୋନାରେ ମୃତ ପରିବାରଙ୍କ ସନ୍ତାନଙ୍କୁ ବିଧାୟୀକାଙ୍କ ସହାୟତା । ୫.ଉଚଓଗ ପକ୍ଷରୁ ବାତ୍ୟା ଓ ବନ୍ୟାଞ୍ଚଳ ପରିଦର୍ଶନ , ଆଂଶିକ କ୍ଷତି ଦର୍ଶାଇ ବିପନ୍ନଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛି ପ୍ରଶାସନ । ୬.ପ୍ରାପ୍ତନ ବ୍ଲକ ଅଧ୍ୟକ୍ଷଙ୍କ ସ୍ମୃତିଚାରଣ ସଭା ।

Leave a Reply

Your email address will not be published. Required fields are marked *