ଚାକିରୀରୁ ବିଦା ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

ଚାକିରୀରୁ ବିଦା ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

ଭୁବନେଶ୍ଵର: ବିଦା ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ପୁର୍ବରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଥିବା ବେଳେ ଆଜି ଚାକିରୀରୁ ବିଦା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ବହୁ ଦିନର ସୁଖମୟ ଜୀବନ ପରେ ସାମ୍ନାକୁ ଆସିଥିଲା ମାନସୀ ଜେନାଙ୍କ ଅସଲ କାରନାମା । ମେ ୧୨ ତାରିଖରେ ଜଣେ ସହଯୋଗୀଙ୍କ ଜରିଆରେ ଲାଞ୍ଚ ନେଇ ଧରା ପଡିଥିଲେ । ଜଣେ ଅଫିସରଙ୍କ ନାଁରେ ଥିବା କେସକୁ ରଫାଦଫା କରିବା ପାଇଁ ବରଗଡର ମୁକେଶ ସାହୁଙ୍କ ମଧ୍ୟସ୍ଥିରେ ଲାଞ୍ଚ ଲାଞ୍ଚ ନେଉଥିଲେ । ଠିକ୍ ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା ମାନସୀ ଜେନା । ଏହା ପରେ ଗିରଫ ହୋଇ ଜେଲରେ ଥିବା ବେଳେ ଆଜି ଚାକିରୀରୁ ବିଦା ହୋଇଛନ୍ତି ।

Leave a Reply

Your email address will not be published. Required fields are marked *