ବହୁ ଚର୍ଚ୍ଚିତ ବିଜେଡି ନେତା ହତ୍ୟା ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦୋଷରେ ଖଲାସ

ବହୁ ଚର୍ଚ୍ଚିତ ବିଜେଡି ନେତା ହତ୍ୟା ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦୋଷରେ ଖଲାସ

ବହୁ ଚର୍ଚ୍ଚିତ ବିଜେଡି ନେତା ଯଯାତି ସାହୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି।ଗୁଣପୁର ଏଡିଜେ କୋର୍ଟ ମାଓନେତା ସବ୍ୟସାଚୀଙ୍କୁ ଏହି ମାମାଲାରେ ଆଜି ନିର୍ଦୋଷ କରିଥିବା  ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ୨୦୦୨ ମସିହା ନଭେମ୍ବର ୨୬ ତାରିଖରେ ଗୁଡାରୀ ଥାନା ନାଇରା ଗାଁରେ ଯଯାତି ସାହୁ ଘରେ ଥିବା ବେଳେ ଘରୁ ଡାକି ନେଇ ବିଳମ୍ବିତ ରାତିରେ ସଙ୍ଘବଦ୍ଧ ଭାବେ ହତ୍ୟା କରିଥିଲେ। ଦୀର୍ଘ ୨୦ ବର୍ଷ ପରେ ଏହି ମାମଲାର ଆଜି ରାୟ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *