ସ୍ଵର୍ଗୀୟ ଡକ୍ଟର ଦିନବନ୍ଧୁ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସ୍ଵର୍ଗୀୟ ଡକ୍ଟର ଦିନବନ୍ଧୁ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଭାରତୀୟ ଚିକିତ୍ସକ ସଂଘ ବରଗଡ ଶାଖା ପକ୍ଷରୁ ସ୍ଵର୍ଗୀୟ ଡକ୍ଟର ଦିନବନ୍ଧୁ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା। ଏହି ସଭା ରେ ଆଇ,ଏମ,ଏ ବରଗଡ ଶାଖା ପକ୍ଷରୁ ଡକ୍ଟର ଏସ,କେ ଯୋଶୀ, ଡକ୍ଟର ପି, କେ, ଦାସ, ଡକ୍ଟର ପି,ଏଲ୍, ତ୍ରିପାଠୀ, ଡକ୍ଟର ବିନୟ ବେହେରା, ଡକ୍ଟର କାଲୋଲା ବେଜ୍, ଡକ୍ଟର ଦୁର୍ଗା ପ୍ରସାଦ ଦାସ, ଓ ଡକ୍ଟର ଦୁର୍ଗା ପ୍ରସାଦ ସାହୁ ଉପସ୍ଥିତ ଥିଲେ। ଏହି ସଭାରେ ଡକ୍ଟର ସାହୁ ଙ୍କ ଶେଷ ଦର୍ଶନ କରିବା ପାଇଁ ବହୁତ୍ ଜନ ସମାଗମ ଜମା ହୋଇ ଥିଲେ।

Leave a Reply

Your email address will not be published. Required fields are marked *