
୧-ବିଧାନସଭା ସ୍ଥାୟୀ କମିଟିର ନିଷ୍ପତ୍ତି: ଖୋଲିବ ୧୦ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ।
୨-ଇଛାଧିନ କୋଟାରେ ଏକାଧିକ ପ୍ଲଟ୍ ଆବଣ୍ଟନ ପ୍ରସଙ୍ଗ: ମୁକୁଳିଲେଣି ୨୦୦ରୁ ଉର୍ଦ୍ଧ୍ବ ଏକକ ହିତାଧିକାରୀ।
୩-ବାଲେଶ୍ଵର: ଦୁର୍ଘଟଣାର ଚତୁର୍ଥ ଦିନରେ ୯ ଟ୍ରେନ୍ ଗଡ଼ିଲା,୫୪୩ ମୃତାହତଙ୍କୁ ୧୬.୧୨ କୋଟି ପ୍ରଦାନ।
୪-ରାଜ୍ୟରେ ନିଯୁକ୍ତ ହେଲେ ୧୨୦୫ ନୂଆ ଡାକ୍ତର; ନିଯୁକ୍ତି ପତ୍ର ଦେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।
୫-କଟକ: ପରିବହନ ବିଭାଗର ପଦକ୍ଷେପ,ମାଗଣା କୋଲକାତା ଗଲେଣି ସାଢ଼େ ୪ ହଜାର।
୬-କଟକ ଏସସିବିରେ ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା, ରୋଗୀଙ୍କୁ ଭେଟିଲେ , ଚିକିତ୍ସା ବ୍ୟବସ୍ଥାକୁ ପ୍ରଶଂସା କଲେ।
୭-ଭିଜିଲାନ୍ସ ଜାଲରେ ସୋର ମ୍ୟୁନିସିପାଲିଟି ମୁଖ୍ୟ କିରାଣୀ ଓ ପିଅନ, ୬ ହଜାର ଟଙ୍କା ନେବାବେଳେ ଧରାପଡିଲେ।
୮-ବାହାନଗା ଟ୍ରାଜେଡି ପାଇଁ ୧.୯୫ କୋଟି ଅଧିକ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ୭ ଜିଲ୍ଲାର ମୃତକଙ୍କ ଆତ୍ମୀୟଙ୍କୁ ସହାୟତା ପ୍ରଦାନ କରାଯିବ।
୯-ଟ୍ରେନ୍ ଦୁର୍ଘଟଣାଗ୍ରସ୍ତଙ୍କୁ ରିଲାଏନ୍ସ ଫାଉଣ୍ଡେସନର ସହାୟତା: ୬ ମାସର ରାସନ, ଚିକିତ୍ସା ସହ ଦେବେ ପରିବାରକୁ ଚାକିରି।
୧୦-କଟକ:ରେଳ ଦୁର୍ଘଟଣାରେ ପ୍ରାୟ ୧୦୦ ଜଣଙ୍କ ହାଡ଼ ଭାଙ୍ଗିଛି,୨୪ ଜଣଙ୍କ ମୁଣ୍ଡ ଫାଟିଛି।୭୭ ଜଣଙ୍କ ଅପରେସନ ସରିଲାଣି।
୧୧-‘ପିଜା ଓ ସ୍ୟାଣ୍ଡୱିଚ୍ Baked ନୁହେଁ, ଏହା ରନ୍ଧାଖାଦ୍ୟ’: ରାଜସ୍ଥାନ ହାଇକୋର୍ଟ।
୧୨-ନୂଆ ଦିଲ୍ଲୀ:ସୁନା ବ୍ୟବସାୟରେ ପ୍ରବେଶ କରିବେ ବିର୍ଲାଗ୍ରୁପ୍।
୧୩-ଶବ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ । ସମ୍ପର୍କୀୟଙ୍କଠାରୁ ସଂଗ୍ରହ ହେଉଛି ନମୁନା
୧୪-କ୍ୟାପିଟାଲ ହସ୍ପିଟାଲରେ କରୁଣ କାହାଣୀ; ୧୨୦ଟି ଶବ ଭିତରୁ ସ୍ବାମୀକୁ ଖୋଜି ପାଇଲେ ସୁନିତା।
୧୫-ବାହାନଗା ରେଳ ଦୁର୍ଘଟଣାରେ ୨୭୫ ନୁହେଁ ୨୮୮ ଯାତ୍ରୀଙ୍କ ମୃତ୍ୟୁ, ୨୦୫ଟି ମୃତଦେହ ପରିବାରକୁ ହସ୍ତାନ୍ତର: ମୁଖ୍ୟ ଶାସନ ସଚିବ।
୧୬-ପୁଣି ରେଳ ବିଭ୍ରାଟ : ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସରେ ଲାଗିଲା ନିଆଁ, ଓହ୍ଲାଇଗଲେ ଯାତ୍ରୀ
୧୭-ଅଣାୟତ୍ତ ହେଉଛି ମଣିପୁର ସ୍ଥିତି, ଉପଦବ୍ରୀଙ୍କ ଉତ୍ପାତରେ ଜଳୁଛି ରାଜ୍ୟ।
୧୮-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ସମ୍ମାନ ପ୍ରଦାନ।
୧୯-ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ।