
ବାହାନଗା ଟ୍ରେନ ଦୁର୍ଘଟଣାରେ ସେବା କାର୍ଯ୍ୟ ଯୋଗାଇଥିବା ସମସ୍ତ ଭାଇ ଭଉଣୀ ମାନଙ୍କୁ କୁସୁମ ଟିଭି ପରିବାର ତରଫରୁ କୋଟି କୋଟି ପ୍ରଣାମ । ଆଗାମୀ ଅକ୍ଟୋବର ୦୨ ତାରିଖ ୨୦୨୩ ସକାଳ ୧୦ ଘ. ସମୟରେ ଭଦ୍ରକ ନେହେରୁ ଷ୍ଟାଡିୟମରେ ଏକ ବିଶାଳ ସମାବେଶ କରିବାକୁ ଯାଉଛି । ଯେଉଁ ସମାବେଶରେ କି ଉକ୍ତ ସେବା କାର୍ଯ୍ୟରେ ଲିପ୍ତ ଥିବା ସମାଜସେବୀ, ସାଧାରଣ ଜନତା, ଜନ ପତିନିଧି, ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ରେଡକ୍ରସ, ଓଡ୍ରାଫ୍ଟ ଟିମ୍, ପୋଲିସ ପ୍ରଶାସନ ଓ ଗଣ ମାଧ୍ୟମଙ୍କୁ ରାଜ୍ୟ ସେବା ରତ୍ନ ସମ୍ମାନରେ ସମ୍ମାନୀତ କରିବା ପାଇଁ ସ୍ଥିର କରିଛି । ଏଣୁ ଆପଣ ମାନଙ୍କୁ ବିଶେଷ ଅନୁରୋଧ କି ଯେଉଁ ମାନେ ଏହି କାର୍ଯ୍ୟରେ ଲିପ୍ତ ଥିଲେ ଦୟା ପୁର୍ବକ ଆପଣ ନିଜେ ନିଜର ବିବରଣୀ ନିମ୍ନ ଲିଖିତ ଠିକଣାରେ ପଠାଇବା ହେବେ ।
ଠିକଣା- କୁସୁମ ଟିଭି, କୁଆଁସ, ଭଦ୍ରକ, ଓଡିଶା-୭୫୬୧୦୦
ମୋବାଇଲ ନଂ- ୮୮୯୫୭୮୦୩୬୪/୮୯୧୭୫୨୧୮୩୩
E-Mail: kusumtv.bbsr@gmail.com