ଖବର ଆଜିର :ତାରିଖ ୨୫/୦୬/୨୩, ରବିବାର

ଖବର ଆଜିର :ତାରିଖ ୨୫/୦୬/୨୩, ରବିବାର

୧-ବିଦ୍ୟୁତ୍ ଦେୟରେ ହେବ ପରିବର୍ତ୍ତନ: ଦିନ ଓ ରାତି ପାଇଁ ହେବ ଅଲଗା ଦର ।ନୂଆ ନିୟମକୁ ନାପସନ୍ଦ କରିଛନ୍ତିି ଉପଭୋକ୍ତା।

୨-ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ,୨୫ ତାରିଖରୁ ୨୭ ଯାଏଁ ଅଧିକ ବର୍ଷିବ।

୩-ଭୁବନେଶ୍ୱର:OAVSର ୧୩ ଶିକ୍ଷା ସୈ।ଧ ଓ ୨୮ ଛାତ୍ରାବାସ ଉଦଘାଟିତ।

୪-ଜନ୍ମବେଦୀରେ ମହାପ୍ରଭୁଙ୍କୁ ଭେଟିଲେ ମା ଲକ୍ଷ୍ମୀ; ରାଗରେ ଭାଙ୍ଗିଲେ ରଥ।

୫-ବ୍ରହ୍ମପୁର: ସାଇବର ଠକେଇ,୧୮ଲକ୍ଷ ହରାଇଲେ ଯୁବକ।

୬-ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭରସିଟି ରାଙ୍କିଂ ୨୦୨୩: ପୁଣି ଭାରତର ଶ୍ରେଷ୍ଠ ୧୩ତମ ସ୍ଥାନରେ କିଟ୍ ବିଶ୍ଵବିଦ୍ୟାଳୟ।

୭-ମାଲକାନଗିରିରେ ୨୧ଟି ସଡକ ପ୍ରକଳ୍ପ ପାଇଁ ୧୫୮କୋଟି ଟଙ୍କା ମଞ୍ଜୁର।

୮-ଶିମିଳିପାଳ ଫରେଷ୍ଟର ମାଥି ହାଁସଦା ହତ୍ୟା ଘଟଣାରେ ୧୦ ଗିରଫ :୨ଟି ଦେଶୀ ବନ୍ଧୁକ ସହ ଧନୁ ଓ ତୀର ଜବତ।

୯-ପ୍ରାକୃତିକ ଦୁର୍ବିପାକ କମିଟି ବୈଠକ : ୨୪ ଘଣ୍ଟା କାର୍ଯ୍ୟ କରିବ ଜିଲାସ୍ତରୀୟ ବିଭାଗୀୟ କଣ୍ଟ୍ରୋଲ ରୁମ।

୧୦-ପୁରୀ:ଆଡ଼ପ ମଣ୍ଡପରେ ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ।

୧୧-ଗୁଣପୁର:ପତ୍ନୀଙ୍କ ହତ୍ୟା ମାମଲା, ପୂର୍ବତନ ବିଧାୟକ ରାମମୂର୍ତ୍ତି ଦୋଷୀ ସାବ୍ୟସ୍ତ।

୧୨-ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ।

୧୩-ସାଫ୍ ଚାମ୍ପିଅନଶିପରେ ଭାରତର ଲଗାତାର ୨ୟ ବିଜୟ, ନେପାଳକୁ ୨-୦ରେ ଦେଲା ମାତ୍।

୧୪-ପାକିସ୍ତାନ ISI ଏଜେଣ୍ଟ ହାତରେ ଓଡ଼ିଶା ସିମ୍‌ କାର୍ଡ ଘଟଣା: ପଶ୍ଚିମବଙ୍ଗ ଯିବ ଓଡ଼ିଶା STF।

୧୫-ଉତ୍ସବ ଆପରେ ଜଗନ୍ନାଥଙ୍କ ନାଁରେ ଠକେଇ : ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା ପୋଲିସ।

୧୬-ITI ଥାଇ ଦଶମ ପାଶ୍ କରିଥିଲେ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୩୬୨୪ ପଦବୀ: rrc-wr.com

୧୭-ଆସାମରେ ବନ୍ୟାର କରାଳ ରୂପ, ପାଣି ଘେରରେ ୫ ଲକ୍ଷ ଲୋକ।

୧୮-ଇଜିପ୍ଟ ଗସ୍ତରେ ଯାଇ କାଇରୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ।

୧୯-ରୁଷ୍‌ : ଭ୍ଲାଦିମିର ପୁଟିନଙ୍କ ବିରୋଧରେ ତେଜୁଛି ବିଦ୍ରୋହ।

Leave a Reply

Your email address will not be published. Required fields are marked *