ଭାରତରେ ଡିଜିଟାଲ ଜନଗଣନା ଲାଗି ଅର୍ଥମନ୍ତ୍ରୀଙ୍କ ଘୋଷଣା

ଭାରତରେ ଡିଜିଟାଲ ଜନଗଣନା ଲାଗି ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ସୋମବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସଂସଦରେ ପେପର ଲେସ ତଥା ଟ୍ୟାବ୍ ମାଧ୍ୟମରେ ବଜେଟ୍ ଉପସ୍ଥାପନ କରୁଛନ୍ତି।

ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ର ପାଇଁ ନୂଆନୂଆ ଘୋଷଣା କରିବା ସହ ବଜେଟ୍ ଆବଣ୍ଟନ କରୁଛନ୍ତି। ଏହି ଅବସରରେ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଡିଜିଟାଲ୍ ଜନଗଣନା ଲାଗି ଘୋଷଣା କରାଯାଇଛି। ଯେଉଁଥିପାଇଁ ୩,୭୬୦ କୋଟି ଟଙ୍କା ବ୍ୟୟବରାଦ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *