ବାପାର ଗୋଇଠା ମାଡ଼ରେ ଗର୍ଭବତୀ ଝିଅର ଜୀବନ ଚାଲିଗଲା

ବାପାର ଗୋଇଠା ମାଡ଼ରେ ଗର୍ଭବତୀ ଝିଅର ଜୀବନ ଚାଲିଗଲା

ବାପାର ଗୋଇଠା ମାଡ଼ରେ ଗର୍ଭବତୀ ଝିଅର ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ପଥରଖଣି ଗାଁରେ । ଏ ଘଟଣା ପାରିବାରିକ କହଳରୁ ଘଟିଥିବା କୁହାଯାଉଛି।  ସ୍ବାମୀଙ୍କ ମୃତ୍ୟୁପରେ ଝିଅ ଶାଶୁଘର ଛାଡ଼ି ବାପାଘରେ ରହୁଥିଲେ। ଅନ୍ୟପକ୍ଷରେ ପାରିବାରିକ  କଳହରୁ ଗର୍ଭବତୀ ଝିଅର ପେଟକୁ ଗୋଇଠା ମାରିବାରୁ ତାଙ୍କର ମୃତ୍ୟୁ ଘଟିଛି।  ଖବରପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *