ସରଡେଗା ରନିଂ ରୁମ୍ ଦୁର୍ଘଟଣାର ଡିଆର୍‌ଏମ୍‌ଙ୍କ ତଦନ୍ତ

ବନ୍ଧମୁଣ୍ଡା:୦୧/୦୪: ଏପ୍ରିଲ ୨୩ରେ ସୁନ୍ଦରଗଡ଼ ଜିଲ୍ଲାର ଚକ୍ରଧରପୁର ରେଳମଣ୍ଡଳର ସରଡେଗାସ୍ଥିତ ରେଳବାଇ ରନିଂ ରୁମ୍‌ରେ ସୁରକ୍ଷା ଅବହେଳା ଯୋଗୁ ଘଟିଥିବା ଦୁର୍ଘଟଣାର ତଦନ୍ତ ଡିଆର୍‌ଏମ୍‌ କରିଛନ୍ତି। ମାତ୍ର ତାହାର ଭିଜିଲାନ୍‌ସ ତଦନ୍ତ କରାଯିବା ପାଇଁ

କାଳବୈଶାଖୀ ପ୍ରଭାବ: ମେ’୧୦ ପର୍ଯ୍ୟନ୍ତ ତାତିରୁ ଆଶ୍ବସ୍ତି

ଭୁବନେଶ୍ୱର: ୦୧/୦୫(ଅଶୋକ ସାହୁ): କାଳବୈଶାଖୀ ଓ ଟ୍ରପଲାଇନ୍‌ର ପ୍ରଭାବ ଯୋଗୁ ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ତା‌ତିରୁ ଆଶ୍ବସ୍ତି ମିଳିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ତେବେ ଭାରତୀୟ ପାଣିପାଗ ବିଭାଗ

ଡ୍ରପ୍‌ଆଉଟ୍‌ ରୋକିବାକୁ ପଦକ୍ଷେପ ନେଲେ ସରକାର: ଘରକୁ ଘର ବୁଲିବେ ଶିକ୍ଷକ

ଭୁବନେଶ୍ବର: ଡ୍ରପ୍‌ଆଉଟ୍‌ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ବୁଧବାର(ଏପ୍ରିଲ ୩୦)ଠାରୁ ଘରକୁ ଘର ବୁଲି ଶୂନରୁ ୧୮ ବର୍ଷର ପିଲାଙ୍କୁ ଚିହ୍ନଟ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ। କେଉଁ ଗ୍ରାମର କେତେ ପିଲା ଅଧାରୁ

ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ନାହିଁ ଇକୋ ବ୍ୟବସ୍ଥା

କଟକ: ୩୦/୦୪:କର୍କଟ ରୋଗ ଯନ୍ତ୍ରଣାକୁ ବଳି ପଡୁଛି ପରୀକ୍ଷା ପାଇଁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରୁ ଏସ୍‌ସିବିକୁ ଧାଁ ଧପଡ଼ ଓ ଲମ୍ବା ଧାଡ଼ିରେ ରହି ରିପୋର୍ଟକୁ ଅପେକ୍ଷା। ବ୍ୟାଟେରୀ ଗାଡ଼ି,

ସୁବର୍ଣ୍ଣପୁର ଜିଲ୍ଲାରେ ମେ ୧୫ରୁ ରବି ଧାନ କ୍ରୟ ଆରମ୍ଭ

ସୁବର୍ଣ୍ଣପୁର, ତା ୩୦/୦୪/୨୫ (ଭାସ୍କର ଦାଶ):- ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ

ସୁବର୍ଣ୍ଣପୁରରେ ମହାରାଜ ବିରମିତ୍ରୋଦୟ ସିଂହ ଦେବଙ୍କ ୮୮ତମ ଶ୍ରାଦ୍ଧଦିବସ ପାଳିତ

ସୁବର୍ଣ୍ଣପୁର :୨୯/୦୪(ଭାସ୍କରଦାଶ):- ଓଡିଆ ଭାଷା ଭିତ୍ତିକ ଓଡ଼ିଶା ରାଜ୍ୟ ଗଠନରେ ସୋନପୁର ମହାରାଜା ବୀରମିତ୍ରୋଦୟ ସିଂହଦେବଙ୍କ ଅବଦାନକୁ ଅସ୍ବୀକାର କରାଯାଇ ନପାରେ। ସେହି ସମୟରେ ସବୁ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ମହାରାଜା ପୂର୍ଣ୍ଣ

ମଧୁବାବୁ ସ୍ବତନ୍ତ୍ର ଓଡ଼ିଶା ଗଠନର କର୍ଣ୍ଣଧାର: ଜଷ୍ଟିସ୍‌ ସଞ୍ଜିବ କୁମାର ପାଣିଗ୍ରାହୀ

ରାଉରକେଲା:୨୯/୦୪: ସ୍ବତନ୍ତ୍ର ଓଡ଼ିଶାର ଗଠନର କର୍ଣ୍ଣଧାର ଥିଲେ ମଧୁବାବୁ। ଓଡ଼ିଶାକୁ ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟଗଠନ କରିବା ପାଇଁ ମଧୁବାବୁ ଜୀବନକାଳ ସଂଘର୍ଷ କରିଥିଲେ। ଏଥିପାଇଁ ଓଡ଼ିଶାବାସୀ ତାଙ୍କୁ ସର୍ବଦା ମନେରଖିବେ ବୋଲି ଓଡ଼ିଶା ଉଚ୍ଚ

ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ପ୍ରସଙ୍ଗ: ଟଙ୍କା ଫେରିପାଇବେ ୯୫୩୭ ଜମାକାରୀ

ଭୁବନେଶ୍ବର:୨୯/୦୪: ବହୁ ବର୍ଷର ଲଢ଼େଇ ପରେ ଭୁବନେଶ୍ବର ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୯୫୩୭ ଜଣ ଜମାକାରୀଙ୍କୁ ରାଜ୍ୟ ସରକାର ସଂପୂର୍ଣ୍ଣ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମେ’ ୧୫, ୨୦୧୫ରେ ଭୁବନେଶ୍ବର ଅର୍ବାନ

୨୦୨୬ ପରେ ଓଡ଼ିଆ ଚଳଚ୍ଚିତ୍ର ରୂପରେଖ ବଦଳିବ: ପ୍ରଶାନ୍ତ ନନ୍ଦ

ଭୁବନେଶ୍ବର:୨୯/୦୪(ଅଶୋକ ସାହୁ): ଓଡ଼ିଆ ସିନେମାର ଆରମ୍ଭ ଦୁଃଖ, ଅପମାନ ଓ ଯନ୍ତ୍ରଣାରୁ। ଓଡ଼ିଆ ସିନେମା ହେଉଥିଲା ସତ, କିନ୍ତୁ ଓଡ଼ିଆଙ୍କ ହାତରେ ନିୟନ୍ତ୍ରଣ ନଥିଲା। ଓଡ଼ିଆ କଳାକାରଙ୍କୁ ସମ୍ମାନ ମିଳୁନଥିଲା। ଅନ୍ୟ ରାଜ୍ୟର ଆମଦାନି

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୮।୪(ଅଶୋକ ସାହୁ ): କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ର କହିଛନ୍ତି, “ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ। ଗୋପାଳ ଦାସଙ୍କ ଫୋନ୍ କଲ୍ ଡିଟେଲରୁ ମିଳିଥିବା