ବାରିପଦା: ୧୬/୦୪: ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ଏସସି-ଏସଟି ହବ୍ କନକ୍ଲେଭ୍ ଓ ପିଏମ୍ ବିଶ୍ବକର୍ମା ଜାତୀୟ କର୍ମଶାଳା। ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
Category: State
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ
ଆଠମଲ୍ଲିକ: ୨୬/୦୪: ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ। ଜୁନାଗଡ଼ ଡାକ୍ତରଖାନାରେ କାମ କରୁଥିବା ତାଙ୍କର ଜ୍ବାଇଁ ଡାକ୍ତର ତପନ ତ୍ରିପାଠୀଙ୍କ ଘରୁ ମିଳିଲା ନଗଦ ୨୨ ଲକ୍ଷ ଟଙ୍କା।
୧୫ ବର୍ଷରୁ କମ୍ ମୁଖ୍ୟ ମନ୍ତ୍ରୀ ଟ୍ରଫି ଫୁଟବଲ୍ ରେ ବି ଏସ ଏ ଉଲୁଣ୍ଡା ଦଳ ଚମ୍ପିୟାନ
ସୁବର୍ଣ୍ଣପୁର :୧୫/୦୪- (ଭାସ୍କର ଦାଶ):-ଆଜି ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷରୁ କମ୍ ମୁଖ୍ୟ ମନ୍ତ୍ରୀ ଟ୍ରଫି ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚମ୍ପିଅନସିପ ୨୦୨୫ର ଫାଇନାଲ ଖେଳ ଅନୁଷ୍ଟିତ ହୋଇଥିଲା
ଡୁଙ୍ଗୁରିପାଲି ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୬୩ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର : ୧୫/୦୪/୨୫(ଭାସ୍କର ଦାଶ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଡୁଙ୍ଗୁରିପାଲି ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ
ସୁବର୍ଣ୍ଣପୁରରେ ଓଡିଆ ପକ୍ଷ ପାଳନ ପାଳନ ସହ ଓଡ଼ିଆ ନବ ବର୍ଷକୁ ସ୍ୱାଗତ
ସୁବର୍ଣ୍ଣପୁର : ତା ୧୫/୦୪/୨୫(ଭାସ୍କର ଦାଶ):-ଓଡିଆ ପକ୍ଷ ପାଳନ ଅବସରରେ ଆଜି ସୁବର୍ଣ୍ଣପୁର ନିଉ ଟାଉନ୍ ହଲ୍ ଠାରେ ପାରମ୍ପରିକ ଓଡ଼ିଆ ପିଠା ପଣା, ଝୋଟି, ମୁରୁଜ, ଚିତା ପ୍ରତିଯୋଗିତ ଅନୁଷ୍ଠିତ ସହ ଓଡ଼ିଆ
ସୁବର୍ଣ୍ଣପୁରରେ ଆମ ରୁଚି ଆମ ଖାଦ୍ୟ ପାଳନ ଅନୁଷ୍ଠିତ
ସୁବର୍ଣ୍ଣପୁର : ୧୪/୦୪/୨୫(ଭାସ୍କର ଦାଶ):-ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତି ର ଅବିଚ୍ଛେଦ୍ୟ ଅଂଶ l ଏହି ପରମ୍ପରା କୁ ବଜାୟ ରଖିବା ପାଇଁ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ଆଜି ସୁବର୍ଣ୍ଣପୁର
ଓଡ଼ିଆ ପକ୍ଷ ପାଳନର ଦ୍ଵାଦଶ ଦିବସରେ “ବନ୍ଦନୀୟ ବରପୁତ୍ର ” କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର : ୧୨/୦୪/୨୫(ଭାସ୍କର ଦାଶ):-ଓଡିଆ ପକ୍ଷ ପାଳନର ଦ୍ଵାଦଶ ଦିବସରେ ଆଜି “ବନ୍ଦନୀୟ ବରପୁତ୍ର ” କାର୍ଯ୍ୟକ୍ରମରେ ଓଡିଶା ତଥା ସୁବର୍ଣ୍ଣପୁରର ବରପୁତ୍ର ମାନଙ୍କ ସ୍ମୃତି ଚାରଣ ଆଲୋଚନା ଚକ୍ର ଜିଲ୍ଲା ଗନ୍ଥାଗାର ଠାରେ
ପାଣ୍ଡିଆନ୍ଙ୍କୁ ନେଇ ବିଜେଡି ଦୁଇଫାଳ!
ଭୁବନେଶ୍ବର: ଓ୍ବାକଫ୍ ବିଲ ସପକ୍ଷରେ ସସ୍ମିତ ପାତ୍ରଙ୍କ ଭୋଟ ପରଠାରୁ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ବିଜେଡିରେ ଭିକେ ପାଣ୍ଡିଆନ୍ଙ୍କୁ ନେଇ ସପକ୍ଷବାଦୀ ଏବଂ ବିରୋଧି ଦୁଇ ଗୋଷ୍ଠୀ ଗଠନ ହୋଇଛି। ଫଳରେ
ସବୁ ଘରକୁ ଏସ୍ଏଚ୍ଜିରେ ଯୋଡ଼ାଯିବ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ବର: ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ଢାଞ୍ଚା ସଂପୂର୍ଣ୍ଣ ବଦଳିବ। ସବୁ ଘରକୁ ଏସ୍ଏଚ୍ଜି ଗ୍ରୁପ୍ ସହ ଯୋଡ଼ାଯିବ। ପ୍ରତି ପରିବାରକୁ ଏସ୍ଏଚ୍ଜି ସହ ଯୋଡ଼ିବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ପୂର୍ବ
ଆଧାରକାର୍ଡ, ଜନ୍ମ ପ୍ରମାଣପତ୍ର ନାହିଁ: ସ୍କୁଲ୍ ମାଡ଼ି ପାରୁନାହାନ୍ତି ୪୨ ପିଲା
ବନ୍ଧୁଗାଁ: ସରକାରୀ ଅବହେଳାରୁ ଗୋଟିଏ ପଞ୍ଚାୟତର ୪୨ ପିଲା ଶିକ୍ଷା ଅଧିକାରରୁ ବଞ୍ଚିତ। ଘର କାମରେ ସହଯୋଗ କରୁଛନ୍ତି, ନଚେତ ଗାଈ ଚରାଇବାକୁ ଯାଉଛନ୍ତି। ଯାହାର ସୂଚନା ଶିକ୍ଷା ବିଭାଗ ନିକଟରେ ନାହିଁ। ଶିଶୁ

