ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ୧୧ଟା ସମୟରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ମିଲଖା ସିଂଙ୍କୁ ମନେ ପକାଇ ଦୁଃଖ ପ୍ରକାଶ କରିବା ସହ ସେ ଜଣେ ପ୍ରେରଣାଦାୟୀ ଖେଳାଳି ବୋଲି କହିଛନ୍ତି ।
Category: National
ଭାରତୀୟ ସେନାର ପରାମର୍ଶ କ୍ରମେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି-
ଆତଙ୍କବାଦୀମାନଙ୍କୁ ଭଲ ବାଟକୁ ଫେରାଇ ଆଣିବାରେ ଭାରତୀୟ ସେନା ସଫଳ ହେଉଛି । ଶୁକ୍ରବାର ଦକ୍ଷିଣ କଶ୍ମୀରର ଶୋପିଆ ଜିଲ୍ଲାର ହାଞ୍ଜିପୋରା ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଆଜି ଟ୍ରେନ୍ରେ ଉତ୍ତରପ୍ରଦେଶ ଗସ୍ତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ-
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଟ୍ରେନରେ ଯାତ୍ରା କରିବେ । ସେ ନିଜର ଗୃହ ରାଜ୍ୟ ଉତ୍ତର ପ୍ରଦେଶକୁ ଟ୍ରେନ୍ରେ ଯାତ୍ରା କରିବେ । ଦୀର୍ଘ ୧୫ ବର୍ଷ ପରେ ଜଣେ ରାଷ୍ଟ୍ରପତି ଟ୍ରେନ୍ରେ ଯାତ୍ରା କରୁଛନ୍ତି ।
୧୯୮୩ରେ ଟିମ ଇଣ୍ଡିଆ ଆଜିର ଦିନରେ ହୋଇଥିଲା ବିଶ୍ୱକପ୍ ଚାମ୍ପିଅନ-
୧୯୮୩ ମସିହା ଜୁନ ୨୫ ତାରିଖ । ଭାରତୀୟ କ୍ରୀଡ଼ା ପାଇଁ ଏକ ସ୍ମରଣୀୟ ଦିବସ । ୩୮ ବର୍ଷ ପୂର୍ବରୁ ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ ବିଶ୍ୱକପ ଚାମ୍ପିଅନ ହୋଇଥିଲା ।
ଅଗଣିତ ଭାରତୀୟଙ୍କ ହୃଦୟରେ ସ୍ଥାନ ପାଇଥିବା ମିଲ୍ଖା ସିଂହଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ-
ଭାରତର ଜଣାଶୁଣା ଧାବକ ମିଲଖା ସିଂହ ଏକ ମାସ ପର୍ଯ୍ୟନ୍ତ କରୋନା ସଂକ୍ରମଣ ସହିତ ଲଢ଼େଇ ଜାରି ରଖିବା ପରେ ଶୁକ୍ରବାର ପରଲୋକ ହୋଇଯାଇଛି । ପଦ୍ମଶ୍ରୀ ମିଲଖା ସିଂହଙ୍କ ୯୧ ବର୍ଷ ବୟସରେ
ବମ୍ବେ ହାଇକୋର୍ଟ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ବର୍ଷିଲେ,କରିଥିବା କରୋନା ଔଷଧର ବଣ୍ଟନ ଯାଞ୍ଚ ହେବ –
କରୋନା ସମୟରେ ଗରିବଙ୍କୁ ସହାୟତା ପାଇଁ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଭଗବାନ ଭଳି ପୂଜା କରାଯାଉଛି । କେବଳ ଲୋକ ନୁହଁନ୍ତି ସେଲିବ୍ରେଟମାନେ ତାଙ୍କୁ ଭଗବାନଙ୍କ ଦୂତ ବୋଲି ମଧ୍ୟ କହିଛନ୍ତି।
ଛତିଶଗଡର ଏକ ଛୋଟ ଗ୍ରାମ ପଞ୍ଚାୟତ ରେଙ୍ଗାନାରେ ଶତପ୍ରତିଶତ ଟିକାକରଣ ସଫଳତା-
ଛତିଶଗଡର ଦାନ୍ତେୱାଡା ଜିଲ୍ଲାର ଏକ ଛୋଟ ଗ୍ରାମ ପଞ୍ଚାୟତ ରେଙ୍ଗାନାର ରାଜ୍ୟର ପ୍ରଥମ ଗ୍ରାମ ପଞ୍ଚାୟତ ହୋଇପାରିଛି ଯେଉଁଠାରେ ୧୮ ଓ ୪୫ରୁ ଉର୍ଦ୍ଧ୍ବ ୧୦୦ ପ୍ରତିଶତ ବୟସ୍କ ଲୋକଙ୍କୁ ଟିକାକରଣ କରାଯାଇଛି।
ଭାରତୀୟ କ୍ରିକେଟ ଦଳ ଘୋଷଣା-ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ଶିଖର ଧାୱନଙ୍କୁ ଦଳର ଅଧିନାୟକ:
ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ଶିଖର ଧାୱନଙ୍କୁ ଦଳର ଅଧିନାୟକ ଭାବେ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରିଛି। ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ ।
ଆଜି ସଂଧ୍ୟା 5 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରିବେ –
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ 5 ଟାରେ ଦେଶକୁ ସମ୍ବୋଧିତ କରିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଏକ ଟୁଇଟରେ ଯୋଗେ ସୁଚନା ଦିଆଯାଇଛି।
ବାତ୍ୟା ୟାସ୍ କ୍ଷୟକ୍ଷତିର ଆକଳନ କରିବାକୁ ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶାରେ ପହଞ୍ଚିଛନ୍ତି-
ବାତ୍ୟା ୟାସ୍ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଗତକାଲିଠାରୁ ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶାରେ ପହଞ୍ଚିଛନ୍ତି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏହି ଟିମ୍ ଆସିଛନ୍ତି ।