ଭୁବନେଶ୍ବର:୨୪/୦୯(ପ୍ରତୀକ୍ଷା ମିଶ୍ର): ଗିରଫ ହେଲା କିଲର ଥାର୍ ମାଲିକ ସୋମନାଥ ବେହେରାI ଦୀର୍ଘ ଦିନର ଲୁଚକାଳି ଖେଳ ପରେ ବନ୍ଧା ହେଲା ଅଭିଯୁକ୍ତ I ରାଖି ପୁର୍ଣ୍ଣିମାରେ ମାଆ, ପୁଅ ଓ ଝିଅକୁ ଗାଡ଼ି
Category: Regional
ମିଛ କହିବାରେ ଓସ୍ତାଦ ଥିଲା ଦୀପକ, ପ୍ରଥମ ପତ୍ନୀଙ୍କୁ ବି ହତ୍ୟା କରି କାହାଣୀ ରଚିଥିଲା
ଭୁବନେଶ୍ୱର:୨୪/୦୯(ପ୍ରତୀକ୍ଷା ମିଶ୍ର): ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତର ଅଡୁଆ ବଢ଼ିବାକୁ ଯାଉଛି। ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ୨୦୨୨ ମସିହାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ଦୀପକ କହୁଥିଲେ ବି
ଭୁଶୁଡ଼ୁଛି ମାଓ ଦୁର୍ଗ, ୭୧ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି:୨୪/୦୯(ଶିବାନୀ ପଣ୍ଡା): ଭୁଶୁଡ଼ୁଛି ମାଓ ଦୁର୍ଗ। ଅସ୍ତ୍ର ଛାଡ଼ିଲେ ୭୧ ମାଓବାଦୀ। ଛତିଶଗଡ଼ର ଦାନ୍ତେୱାଡା ପୁଲିସକୁ ବଡ଼ ସଫଳତା। ଦାନ୍ତେୱାଡା ଏସପିଙ୍କ ନିକଟରେ ୭୧ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏହି ୭୧ ମାଓବାଦୀଙ୍କ ମଧ୍ଯରେ ୩୦
ତୁଳସୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ବିଭ୍ରାଟ
କେନ୍ଦ୍ରାପଡ଼ା: ବାହୁଡ଼ା ଯାତ୍ରାର ଦ୍ବିତୀୟ ଦିନରେ ବଡ଼ଦେଉଳରେ ପହଞ୍ଚି ପାରିନାହିଁ ତୁଳସୀକ୍ଷେତ୍ରାଧିପତି ପ୍ରଭୁ ବଳଦେବ ଜିଉଙ୍କ ବ୍ରହ୍ମତାଳଧ୍ବଳ ରଥ। ଆଜି ମାତ୍ର ତିନିଶହ ମିଟର ରଥ ଗଡ଼ି ଚନ୍ଦନ ପୋଖରୀ ନିକଟରେ ବାମମୋଡ଼ ନେଇ
‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା’ ଦୃଷ୍ଟିଭଙ୍ଗୀ ନେଇ ଓଡ଼ିଶାରେ ପର୍ଯ୍ୟଟନ ପ୍ରକଳ୍ପର ବିକାଶ କରାଯିବ’
ଭୁବନେଶ୍ୱର: ୨୧/୦୫(ପ୍ରତୀକ୍ଷା ମିଶ୍ର ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫କୁ ଚୁଡାନ୍ତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ୟାନ୍ୟ
ଖଣି ଓ ପରିବହନ ବିଭାଗର ସମୀକ୍ଷା ବୈଠକ: ବେଆଇନ ବାଲି ଚୋରାଚାଳନ ଉପରେ କଡା ଅଭିଯାନ, ସୂଚନା ଫଳକ ଲଗାଇବା ଉପରେ ଗୁରୁତ୍ୱ:
ସୁବର୍ଣ୍ଣପୁର, ତା. ୧୨/୦୫/୨୫(ଭାସ୍କର ଦାଶ):-ମାନ୍ୟବର ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ, ଓଡିଶା ଶ୍ରୀ ବିଭୂତି ଭୂଷଣ ଜେନା ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ସର୍କିଟ୍ ହାଉସ୍ରେ
କଟକର ସରସ୍ବତୀ ବିଦ୍ୟାମନ୍ଦିର କେଶବଧାମଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସାଧାରଣ ସଭାର ଉଦଯାପିତ
କଟକ: ୨୮/୦୪: କଟକର ସରସ୍ବତୀ ବିଦ୍ୟାମନ୍ଦିର କେଶବଧାମଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସାଧାରଣ ସଭାର ଉଦଯାପନୀ ସମାରୋହରେ ବିଦ୍ୟାଳୟ ଏକ ସାମାଜିକ ଚେତନା କେନ୍ଦ୍ର ବୋଲି ସମ୍ମାନନୀୟ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ସଂଗଠନର
ଶୁଣିଲେନି ପ୍ରଶାସନ: ତେଲ ବ୍ରିଜ ଏନ୍ ଏଚ ୫୭ର ଖାଲକୁ ପୋତିଲେ ସ୍ବେଛାସେବୀ ସଂଗଠନ
ସୋନପୁର (ଭାସ୍କରଦାଶ):- ୨୭/୦୪: ଦୀର୍ଘ ବର୍ଷରୁ ଅବହେଳିତ ହୋଇ ପଡ଼ିଥିବା ସୁବର୍ଣ୍ଣପୁର ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ସର୍ବ ପୁରାତନ ତେଲ ବ୍ରିଜର ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ବ୍ରିଜର ଉଭୟ ପଟରେ ଅନେକ
ଓଲଟିଲା ଦୁଇ ପିକଅପ, ଚାଲିଗଲା ଚାଳକର ଜୀବନ, ୩ ଗୋରୁ ମୃତ
ଅସୁରାଳି:୨୭/୦୪:(ତପନ ଜେନା )ପୁଲିସ ପିଛା କରୁଥିବା ଦୁଇଟି ବେଆଇନ ଗୋରୁ ବୋଝେଇ ପିକ-ଅପ ଭଦ୍ରକ-ଆଖଣ୍ଡଳମଣି ରାଜ୍ୟ ରାଜପଥର ଅସୁରାଳି ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ଗୋଟିଏ ଗାଡ଼ି ଡ୍ରାଇଭରର ମୃତ୍ୟୁ ହୋଇଥିଲା ବେଳେ ୩ ଗୋରୁଙ୍କର ମୃତ୍ୟୁ
ଜଗତସିଂହପୁର ରାଜନୀତିରେ ହଲଚଲ: ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଜଗତସିଂହପୁର: ୧୬/୦୪: ଜଗତସିଂହପୁର ପୌର ପରିଷଦର ଉପାଧ୍ୟକ୍ଷ ବିଜେପିର ରାଜେନ୍ଦ୍ର ବିଶୋଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୧୩ କାଉନସିଲର। ୧୫ ନମ୍ବର ଵାର୍ଡର ବିଜେଡି କାଉନସିଲର ମନୋଜ ମହାନ୍ତିଙ୍କ ନେତୃତ୍ବରେ ଏହି ଅନାସ୍ଥା

