କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଟାଇଗର ସର୍ଫ ଓ ଅଭିନେତ୍ରୀ ଦିଶା ପଟାନିଙ୍କ ବିରୋଧରେ ଥାନାରେ ମାମଲା ରୁଜୁ-

ବଲିଉଡ ଅଭିନେତା ଟାଇଗର ସର୍ଫ ଓ ଅଭିନେତ୍ରୀ ଦିଶା ପଟାନିଙ୍କୁ ବିନା କାରଣରେ ଘରୁ ବାହାରିବା ମହଙ୍ଗା ସାବ୍ୟସ୍ତ ହୋଇଛି । ବିନା କାରଣରେ ସର୍ବସାଧାରଣ ସ୍ଥାନରେ ବୁଲିବା ପାଇଁ ମହାମାରୀର ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଟାଇଗର ଏବଂ ଦିଶାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ପତଞ୍ଜଳୀର କୋରନିଲ ବିବାଦକୁ ନେଇ ବାବା ରାମଦେବଙ୍କୁ ସମନ ଜାରୀ କଲେ ଦିଲ୍ଲୀ ହାଇକୋର୍ଟ-

ଦିଲ୍ଲୀ ହାଇକୋର୍ଟ ଆଜି ଗୁରୁ ରାମଦେବଙ୍କ ବିରୁଦ୍ଧରେ ଦିଲ୍ଲୀ ମେଡିକାଲ ଆସୋସିଏସନ (ଡିଏମଏ) ର ଏକ ମକଦ୍ଦମା ଦାୟର କରିଛନ୍ତି। ତେବେ ଏହି ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ବାବା ରାମଦେବଙ୍କୁ ସମନ ଜାରୀ କରିଛନ୍ତି।

ଚୋରା ମଦ ମାଫିଆଙ୍କ ଅବକାରୀ ଟିମ୍ ଉପରେ ଆକ୍ରମଣ

ଆଜି ଅବକାରୀ ଟିମ୍ ର ସଦସ୍ଯ ମାନେ ଭୁବନେଶ୍ଵର ଉପକଣ୍ଠରେ ଏକ ଚୋରା ମଦ କାରବାର କରୁଥିବା ଭରତପୁର ଅଞ୍ଚଳରେ ଏକ ଘରେ ଚଢାଉ କରିଥିଲେ। ତେବେ ଏହି ସମୟରେ ମଦ ମାଫିଆ ମାନଙ୍କ ପକ୍ଷରୁ ଅବକାରୀ ଦଳ ଉପରେ ଆକ୍ରମଣ ହୋଇଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଲା

ପାଣିପାଗ ବିଭାଗ ଗୁରୁବାର ନିଶ୍ଚିତ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପହଞ୍ଚିଛି। ଭାରତ ପାଣିପାଗ ବିଭାଗ ଏକ ଟୁଇଟ୍ କରି କହିଛି ଯେ କେରଳର ଦକ୍ଷିଣ ଭାଗରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି।

ପଳାତକ ହୀର ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଝଟକା, ଜାମିନ୍ ଆବେଦନ ଖାରଜ-

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ହୀର ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବଡ ଝଟକା ଲାଗିଛି । ଡୋମିନିକା ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ।

ଝିଅ ଓ ସ୍ତ୍ରୀଙ୍କୁ ଲୁନାର ସୋସାଇଟିରୁ ଦୁଇଟି ଜାଗା ଉପହାର କଲେ ଓଡିଶା କୁଜଙ୍ଗର ପ୍ରବୀର କୁମାର..

ଝିଅ ଓ ସ୍ତ୍ରୀଙ୍କୁ ଲୁନାର ସୋସାଇଟିରୁ ଦୁଇଟି ଜାଗା ଉପହାର କଲେ ଓଡିଶା କୁଜଙ୍ଗର ପ୍ରବୀର କୁମାର..

କରୋନାରେ ମୃତ ପରିବାରଙ୍କ ସନ୍ତାନଙ୍କୁ ବିଧାୟୀକାଙ୍କ ସହାୟତା ।

୧.ମେଟାଲ୍ ମୋରମ୍ ରାସ୍ତାକୁ ନେଇ ଦୁଇ ଗୋଷ୍ଠୀ ମୁହାମୁହିଁ , ଜୋର ଧରିଲା ରାସ୍ତାର ମରାମତି ଦାବି । ୨.ପାଉଁଶ ବୋଝେଇ ଟ୍ରକ ପଛରୁ ଧକ୍କା ଦେଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ ।

1 88 89 90 91 92 183