ନନ୍ଦ କିଶୋର ପଟ୍ଟନାୟକ ବିଶିଷ୍ଟ ଫୁଟବଲ କୋଚଙ୍କ କରୋନାରେ ପରଲୋକ-

ରାଜ୍ୟର ଦକ୍ଷ ତଥା ବିଶିଷ୍ଟ ଫୁଟବଲ୍ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କ କରୋନାରେ ନିଧନ ଘଟିଛି ବୋଲି ତାଙ୍କ ସାନଭାଇ ବିଳମ୍ବିତ ରାତିରେ ସୂଚନା ଦେଇଛନ୍ତି ।

ଆଲାପନ୍ ବୃନ୍ଦୋପାଧ୍ୟାୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ଇସ୍ତଫା: କେନ୍ଦ୍ର ଏବଂ ମମତାଙ୍କ କଳିରେ ନୁଆ ମୋଡ

କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ନୁଆ ମୋଡ ନେଇଛି କେନ୍ଦ୍ରକୁ ଫେରିଯିବାକୁ ନିର୍ଦ୍ଦେଶ ଆସିବା ପରେ ଆଜି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ୍ ବୃନ୍ଦୋପାଧ୍ୟାୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ଦେଶରେ 5G ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଜୁହି ଚାୱଲା ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କଲେ

ଦେଶରେ 5G ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ-ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚି ନାଗରିକ, ପ୍ରାଣୀ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ବିକିରଣ ପ୍ରଭାବ ସମ୍ପର୍କିତ ପ୍ରସଙ୍ଗ ଉଠାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୀଡିତଙ୍କ ସମସ୍ୟା ବୁଝିଲେ-

ସାମୁଦ୍ରିକ ବାତ୍ୟା “ୟଶ୍” ଦ୍ୱାରା ପ୍ରଭାବିତ ହୋଇଥିବା ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ବୁଲି ଲୋକମାନଙ୍କ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଲକଡାଉନରେ ରାଜଧାନୀ ଅସୁରକ୍ଷିତ, ପରିବା ଆଣିବାକୁ ଯାଉଥିବା ମହିଳାଙ୍କ ବେକକୁ କାଟିଲା ଦୁର୍ବୃତ୍ତ-

ଧିରେ ଧିରେ ଅସୁରକ୍ଷିତ ହୋଇପଡ଼ିଲାଣି ରାଜଧାନୀ । ଲକଡ଼ାଉନ୍ ଚାଲିଥିବା ବେଳେ ଆଜି ସକାଳୁ ନୟାପଲ୍ଲୀ ଭିଆଇପି କଲୋନୀ ରାସ୍ତାରେ ଜଣେ ମହିଳା ପରିବା ଆଣିବାକୁ ଯିବା ସମୟରେ ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।

ଆଗାମୀ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ଗୁଳୁଗୁଳି ଲାଗି ରହିବ- ଭୁବନେଶ୍ଵର ପାଣିପାଗ କେନ୍ଦ୍ର

ସାମୁଦ୍ରିକ ଝଡ “ୟସ” ଯିବା ପରେ ସମଗ୍ର ରାଜ୍ୟରେ ବୁଦ୍ଧି ପାଇଛି ଦିନର ତାପମାତ୍ରା, ତେବେ ଏହା ସାଙ୍ଗକୁ ଗୁଳୁଗୁଳି ଲୋକମାନଙ୍କୁ ଅସହ୍ୟ କରପକାଉଛି।

ଲକଡାଉନ୍ ସୁନ୍ଦରଗଡ,ଗଜପତି ଓ ନୂଆପଡା ଜିଲ୍ଲାରେ କୋହଳ ହେଲା

ରାଜ୍ୟରେ କରୋନା ମୁକାବିଲା ପାଇଁ ଜୁନ୍ 1 ତାରିଖ ସକାଳ 5ଟାରୁ ଜୁନ୍ 17 ତାରିଖ ସକାଳ 5ଟା ପର୍ଯ୍ୟନ୍ତ ଜାରି ରହିଥିବା ଲକଡାଉନ୍ ଅବଧିକୁ ବଢାଯାଇଛି ଏବଂ ଏହି ସମୟରେ ପୂର୍ବ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ।

ଆସନ୍ତାକାଲିଠାରୁ ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଯୋଗୁଁ ବର୍ଷା ସମ୍ଭାବନା-

ଆସନ୍ତାକାଲି ଠାରୁ ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବାନେଇ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

1 90 91 92 93 94 183