ମମିତା ମେହେର ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେର ଘର ଖଟ ତଳେ ଥିବା ବ୍ୟାଗ୍‌ରୁ ମିଳିଲା ମୋବାଇଲ୍ ଫୋନ୍ ଓ କିଛି ପୋଷାକ

ରାଧେର ସ୍ତ୍ରୀ ଆଶା ଚଣ୍ଡୀ ଠାରୁ ପୋଲିସ୍ କୁ କିଛି ତଥ୍ୟ ମିଳିଛି। ରାଧେ ର ସ୍ତ୍ରୀ , ରାଧେର ଘର ଖଟ ତଳେ ଥିବା ବ୍ୟାଗ୍‌କୁ ଦେଇଛନ୍ତି । ଯାହା ସୁଚନା ମିଳିଛି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୟୂରଭଞ୍ଜ ଗସ୍ତ- (ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ)

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଯାଇ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଜିଲ୍ଲାର ବିକାଶର । ଆଜି ମୟୁରଭଞ୍ଜ ଜିଲ୍ଲାରେ ଦୁଇ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି ।

କରୋନା ଗାଇଡଲାଇନକୁ ମାନି ସାରା ରାଜ୍ୟରେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମାନଙ୍କ ଶାରୀରିକ ପାଠପଢା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଲା-

ସାରା ରାଜ୍ୟରେ ଓଡ଼ିଶା ସରକାର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶାରୀରିକ ପାଠପଢା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଛନ୍ତି। କରୋନା ଗାଇଡଲାଇନକୁ ମାନି କ୍ଲାସ୍ କରିବାକୁ ଅନୁମତି ମିଳିଛି ।

ମମିତା ମୃତ୍ୟୁ ମାମଲା ହାଇକୋର୍ଟରେ ପହଁଞ୍ଚିଲା, ୫୦ ଲକ୍ଷ ଟଙ୍କI ପିଡିତାଙ୍କ ପରିବାରକୁ କ୍ଷତିପୁରଣ ସହ ସିବିଆଇ ତଦନ୍ତ ଦାବି-

ମମିତା ମୃତ୍ୟୁ ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ପହଁଞ୍ଚିଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ଏହି ଜନସ୍ୱାର୍ଥରେ ପିଡିତାଙ୍କ ପରିବାରକୁ ୫୦ ଲକ୍ଷ

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେକୁ ଗିରଫ କଲା ବଲାଙ୍ଗି ପୋଲିସ୍ , ଚାଲିଛି ଅଧିକ ତଦନ୍ତ-

କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେକୁ ଗିରଫ କରିଛି ପୋଲିସ୍ । କେବଳ ଏତିକି ନୁହେଁ ଗିରଫ ପରେ କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।