ବାରବାଟୀ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ମୋ ବସ୍ ବ୍ୟବସ୍ଥା

ଭୁବନେଶ୍ୱର: ବାରବାଟୀ-୨୦ ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଆଉ ୪୮ ଘଣ୍ଟା ପରେ ଦର୍ଶକଙ୍କ କୋଳାହୋଳରେ କମ୍ଫିବ ବାରବାଟୀ ଷ୍ଟାଡିୟମ । ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ଚଳିତବର୍ଷ ୪ରୁ ୫ଲକ୍ଷ ଭକ୍ତଙ୍କ ସମାଗମ ନେଇ ଆଶଙ୍କା

ପୁରୀ :ଆଉ ତିନି ଦିନ ପରେ ଅର୍ଥାତ ଜୁନ୍ ୧୪ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଗତ ଦୁଇ ବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ଏହି ଯାତ୍ରା । ଏଥିପାଇଁ

ବିଳମ୍ବିତ ରାତିରେ ନନ୍ଦିଘୋଷ ରଥରେ ସଂଯୋଗ ହେଲା ନୂଆ ଅଖ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅଖ ଭଙ୍ଗା ବୋଲି ଜଣାପଡ଼ିବା ପରେ ବିଳମ୍ବିତ ରାତିରେ ଜେସିବିରେ ଖୋଳା ଯାଇଥିଲା। ତାପରେ ରଥ ଅଖକୁ ପରିବର୍ତ୍ତନ କରାଯାଇଛି। ସୂଚନାଯୋଗ୍ୟ, ନନ୍ଦିଘୋଷ ଅଖକୁ ବଦଳାଇବାକୁ ଉଚ୍ଚସ୍ତରୀୟ ରଥ

ଚାକିରୀରୁ ବିଦା ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

ଭୁବନେଶ୍ଵର: ବିଦା ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ପୁର୍ବରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଥିବା ବେଳେ ଆଜି ଚାକିରୀରୁ ବିଦା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ

କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

କଟକ: କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଏ ନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଜୁନ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ

ବାରବାଟୀ ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ: DCP

କଟକ: ସୁରକ୍ଷା ବଳୟରେ ବାରବାଟୀ । ଷ୍ଟାଡିୟମକୁ ଖାଦ୍ୟ ଓ ପାଣି ବୋତଲ ନେଇପାରିବେନି ଦର୍ଶକ। ଫୋପାଡିଲା ଭଳି କୌଣସି ବସ୍ତୁ ମଧ୍ୟ ନେଇପାରିବେନି । ପାଣି ବୋତଲ, ହେଲମେଟ୍‌, ଲାଇଟର, ବାଡ଼ି ନେବାକୁ ବାରଣ କରାଯାଇଛି। ଅପରାହ୍ନ ୩ଟାରେ

ହାଓ୍ୱଡା ଓ ରାଞ୍ଚି ଅଶାନ୍ତ : ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ, ଲାଗିଲା ୧୪୪ ଧାରା

ନୂଆଦିଲ୍ଲୀ :  ନୁପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ଦେଶର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ଶନିବାର ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି । ପ୍ରୟାଗରାଜରୁ ହାଓ୍ୱଡା ଓ

ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଓସେପା ନିର୍ଦେଶକଙ୍କ ଚିଠି: ଖରାଛୁଟି ପରେ ନୂଆ ନିୟମାବଳୀ

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ଶେଷ ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ