ଗଞ୍ଜାମ,୧୩।୬(କେଶବ ନାହାକ ): ଗଞ୍ଜାମ ବ୍ଲକ ସନ୍ତୋଷ ପୁର ପଞ୍ଚାୟତ ସନ୍ତୋଷପୁର ଗ୍ରାମଠାରେ ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବ୍ଲକ କୃଷି
Year: 2025
ଭଦ୍ରକରେ ଆଉ ୧୨ ଘଣ୍ଟା ବନ୍ଦ ରହିଲା ଇଣ୍ଟରନେଟ୍ ସେବା
ଭଦ୍ରକ, ୧୩।୬(ତପନ ଜେନା ) : ଗୋ’ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଭଦ୍ରକ ଜିଲା ତିହିଡି ବ୍ଲକ କଷଟି ଗ୍ରାମର ଗୋ ରକ୍ଷକ ସନ୍ତୋଷ ପରିଡାଙ୍କ ମୃତ୍ୟୁ ପରେ ଉତ୍ତେଜନା ଆଶଙ୍କା କରି ଜିଲାର ୫ଟି
ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ସଚେତନତା ରଥର ଶୁଭାରମ୍ଭ : ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ
ସୁବର୍ଣ୍ଣପୁର :ତା ୧୨/0୬/୨୫ (ଭାସ୍କରଦାଶ)- ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ, ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନକୁ ନିଷେଧ କରିବା ଉଦେଶ୍ୟ ରେ ଆଜି ଜିଲ୍ଳାପାଳ ସୁବର୍ଣ୍ଣପୁରଙ୍କ
ଯୁବକଙ୍କୁ ପିଟିପିଟି ହତ୍ୟା: ହୋଟେଲ୍ ମାଲିକ ଗିରଫ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ହୋଟେଲ୍ ପୋଡ଼ି
ବାଙ୍କୀ:୧୩/୦୬( ତୋଫାନ ଦାସ ): କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁରରେ ଜଣେ ଯୁବକଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ଜଣେ ହୋଟେଲ୍ ମାଲିକକୁ ଗିରଫ
ମାଡିଚାଲିଛି ଡାଇରିଆ, ମୃତ୍ୟୁସଂଖ୍ୟା ୧୧: ଭଣ୍ଡାରିପୋଖରୀକୁ ବ୍ୟାପିଲା, ଗାଁରେ ମେଡିକାଲ ଟିମ୍
ଯାଜପୁର:୧୩/୦୬(ସୁଜାତା ଗୋସ୍ୱାମୀ ): ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପୁଥିବା ଡାଇରିଆ ନିୟନ୍ତ୍ରଣକୁ ଆସୁନି। ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୨୨ ଥିବାବେଳେ ଡାଇରିଆଜନିତ
ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ
ଅହମ୍ମଦାବାଦ: ଏୟାର ଇଣ୍ଡିଆର ଏଆଇ-୧୭୧ ଯାତ୍ରୀବାହୀ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବେଳେ ମେଘାନୀନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦେଖୁଦେଖୁ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା। ଏହି ଭୟାବହ ଦୁର୍ଘଟଣାରେ ବର୍ତ୍ତମାନ ମୃତାହତଙ୍କ ସଂଖ୍ୟା ଜଣାପଡ଼ି
ଗ୍ରାମାଞ୍ଚଳର ଯୁବକ-ୟୁବତୀଙ୍କୁ କୌଶଳ ଶିକ୍ଷା ଦିଗରେ ଅଗ୍ରସର କରିବା ପାଇଁ ଗଭର୍ମେଣ୍ଟ ଆଇ.ଟି.ଆଇ. ସୁବର୍ଣ୍ଣପୁର ଦ୍ୱାରା ଘରୋଇ କ୍ୟାରିଅର୍ କାଉନସେଲିଂ ଅଭିଯାନ
ସୁବର୍ଣ୍ଣପୁର, ୩୦ ମଇ ୨୦୨୫ (ଭାସ୍କରଦାଶ):– ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ କୌଶଳ ଶିକ୍ଷା ସହ ଜୀବନ ଗଠନ ପାଇଁ ସଚେତନ କରିବା ଲକ୍ଷ୍ୟରେ ସରକାରୀ ଆଇ.ଟି.ଆଇ. ସୁବର୍ଣ୍ଣପୁର ପକ୍ଷରୁ ଏକ ଘରୋଇ କ୍ୟାରିଅର୍ କାଉନ୍ସେଲିଂ ଅଭିଯାନ
ସୃଷ୍ଟି ହେଲା ଲଘୁଚାପ: ଗୁରୁବାର ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ, ୩୧ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ବର: ୨୮/୦୫(ଅଶୋକ sahu): ଚଳିତ ଥର ଓଡ଼ିଶାକୁ ମଧ୍ୟ ମୌସୁମୀ ସଅଳ ସ୍ପର୍ଶ କରିବ। ଗୁରୁବାର ସୁଦ୍ଧା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ଉତ୍ତରପଶ୍ଚିମ ଓ ସଂଲଗ୍ନ
ଗାନ୍ଧୀ ପଡିଆ ଠାରେ ସୋନପୁର ପ୍ରିମିଅର ଲିଗ ୩ ଉଦ୍ଘାଟିତ: ଉଦଘାଟନୀ ମ୍ୟାଚ ରେ ବିଜୟ ଫାଇଟର ବିଜୟୀ
ସୋନପୁର ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ସକାଳ ୮ ଟା ରେ SPL-3 ର ଶୁଭ ଉଦ୍ଘାଟନ ହୋଇଯାଇଛି l ଏହି ଅବସରରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ ମୁଖ୍ୟ ଅତିଥି
ଯୋଜନାର ସଫଳ ରୁପାୟନ ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ଜିଲ୍ଲାପାଳ
ନବରଙ୍ଗପୁର: ୨୧/୦୫(ଶ୍ରୀକାନ୍ତ ଦେହୁରୀ ): ସ୍ଥାନୀୟ ଜିଲ୍ଲାପରିଷଦ ସଭାଗୃହ ପରିସରରେ ମଙ୍ଗଳବାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର, କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକର ପିଇଓ ଏବଂ ଏସିଡିଇଓମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।