ଭୁବନେଶ୍ବର:୧୧/୩(ଅଶୋକ ସାହୁ): ବିଗତ ୮ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଉଁ ମାସରେ କେତେଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଏବଂ ପ୍ରତ୍ୟକ୍ଷ ଭାବରେ କେତେ ଜଣଙ୍କ ଅଭିଯୋଗ ଶୁଣିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁମାନଙ୍କ ଅଭିଯୋଗ ଶୁଣିଛନ୍ତି ସେମାନଙ୍କ
Year: 2025
ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କର୍ମୀ ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଓ କଲେ।
ସୁବର୍ଣ୍ଣପୁର :୧୧/୩(ଭାସ୍କର ଦାଶ )-ଓଡ଼ିଶା କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାଶଙ୍କ ଆହ୍ବାନ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ସୋନପୁର ବିଧାୟକ ବିନୋଦ ପାତ୍ରଙ୍କ ନେତୃତ୍ୱରେ ଶହଶହ
ଜାତୀୟ ନାରୀ ସଂଗଠନ ତରଫରୁ ଅନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 2025 ପାଳିତ ହୋଇଯାଇଛି
ଭୁବନେଶ୍ୱର :୧୦/୦୩(ଅଶୋକ ସାହୁ ): ଭୁବନେଶ୍ୱର ସମେଇଗଢିଆ ସ୍ଥିତ JM sports academy ଠାରେ ଜାତୀୟ ନାରୀ ସଂଗଠନ ତରଫରୁ ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ
ସୋନପୁରରେ ରହୁଥିବା କୁଷ୍ଠ ରୋଗୀଙ୍କ ପାଇଁ ଘର ଟିକେ ମଧ୍ୟ ନାହିଁ।
ସୁବର୍ଣ୍ଣପୁର:୧୦/୦୩(ଭାସ୍କର ଦାଶ): ସୁବର୍ଣ୍ଣପୁର ଜିଲ୍ଲା ତେଲ ନଦୀ ପାଖରେ ଥିବା ଅନନ୍ତ ନାରାୟଣ କୁଷ୍ଠା ଆଶ୍ରମର ୧୫ ଜଣ ଅନ୍ତେବାସୀ ଆଜି ସକାଳ ୧୧ ଟାରେ ପୌର ଅଧିକାରୀଙ୍କୁ ଭେଟି ତାଙ୍କର ଘର ଭାଙ୍ଗି
ଚୋରି କରୁଥିଲେ ସରପଞ୍ଚ, ଗାଡ଼ି ଛାଡ଼ି ଦୌଡ଼ିପଳାଇଲେ ସରପଞ୍ଚ ଓ ସହଯୋଗୀ
ନୀଳଗିରି:୧୯/୦୩: ସରପଞ୍ଚ କରୁଥିଲେ ଚୋରି ଧରିଲେ ଗ୍ରାମବାସୀ। ଗାଡ଼ି ଛାଡ଼ି ଦୌଡ଼ିପଳାଇଲେ ସରପଞ୍ଚ ଓ ସହଯୋଗୀ। ସୂଚନା ମୁତାବକ ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ମେଗା ଜଳ ଯୋଗାଣ ପ୍ରକଳ୍ପ
ବିଜେପିକୁ ଜୟନାରାୟଣ ଅଡ଼ୁଆ:ବିଧାନସଭାରେ ଉଠିବ ପ୍ରସଙ୍ଗ
ଭୁବନେଶ୍ବର:୧୦/୦୩(ଅଶୋକ ସାହୁ ): ‘ବନ୍ଦେ ଉତ୍କଳ ଜନନୀ’କୁ ବିରୋଧ କରି ବିଧାୟକ ଜୟନାରାୟଣ ମିଶ୍ର ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ ବୋଲି ଦେଇଥିବା ମନ୍ତବ୍ୟ ସାରା ରାଜ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି।
ରାଜଧାନୀରେ ବିହାରୀ ଅପରାଧୀକୁ ଏନ୍କାଉଣ୍ଟର୍
ଭୁବନେଶ୍ବର: ୧୦/୦୩(ଅଶୋକ sahu): ଫେବ୍ରୁଆରି ୧୬ ତାରିଖ ରାତିରେ କମିସନରେଟ୍ ପୁଲିସ ମଧ୍ୟପ୍ରଦେଶ ‘ଧର୍ ଗ୍ୟାଙ୍ଗ୍’ର ମୁଖ୍ୟ ଅର୍ଜୁନ ଅନାରେକୁ ଏନ୍କାଉଣ୍ଟର୍ କରିଥିଲା। ମାତ୍ର ୩ ସପ୍ତାହ ପରେ ରାଜଧାନୀରେ ପୁଣି ଗର୍ଜିଛି ପୁଲିସ
ବେଆଇନ ମାଟି ଚୋରାଚାଲାଣ ବେଳେ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ଚଢ଼ାଉ
ଭଦ୍ରକ:୧୦/୦୩(ତପନ jena)ବେଆଇନ ଭାବେ ମାଟି ଚୋରାଚାଲାଣ ହେଉଥିବା ସ୍ଥାନରେ ରାତ୍ରିରେ ଚଢ଼ାଉ ହୋଇଛି। ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଚଢ଼ାଉ କରିଛନ୍ତି। ଚରମ୍ପା ନିକଟସ୍ଥ ଧାମରା ରେଳ ଲାଇନ ପାଖରେ ମଧ୍ୟ
ରୋହିତଙ୍କ ନେତୃତ୍ବରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାତେଇଲା ଭାରତ
ନୂଆଦିଲ୍ଲୀ:୧୦/୦୩(ଅଖିଳେଶ ତ୍ରିପାଠୀ ): ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ। ୨୫ ବର୍ଷର ପ୍ରତିଶୋଧ ନେଲା ରୋହିତ ବାହିନୀ । ତୃତୀୟ ଥର ପାଇଁ ଜିତିଲା ଚାମ୍ପିଅନ୍ସ ଟ୍ରଫି। ଦୁବାଇରେ
ବ୍ଲକ୍ ଛକରୁ ହଟା ଯାଇଥିବା ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି ସ୍ଥାପନ ପାଇଁ ଅନଶନ ଧାରଣା
ସୁବର୍ଣ୍ଣପୁର:୬/୩(ଭାସ୍କର ଦାଶ ):-ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ସୋନପୁର ସ୍ଥିତ ବ୍ଲକ୍ ଛକ ଠାରେ ସୁବର୍ଣ୍ଣା ନାରିଜାଗରଣ କେନ୍ଦ୍ର ସୁବର୍ଣ୍ଣପୁର ନେତୃତ୍ୱରେ ବ୍ଲକ୍ ଛକ ରେ ସନ୍ଥକବି ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ପୁଣି