ମାଲକାନଗିରି: ଦଶମ ପରୀକ୍ଷା ଦେବାକୁ ଯିବାବେଳେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଲକାନଗିରି ଜିଲ୍ଲା ଚନ୍ଦନଗୁଡା ନିକଟରେ ପିକଅପ ଭ୍ୟାନ
Year: 2025
ଜୟନ୍ତୀ ପୂର୍ବରୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ: ଉତ୍ତେଜନାରେ ମାହାଙ୍ଗା
କଟକ:୦୫/୦୩(ତୋଫାନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀର ଠିକ୍ ପୂର୍ବଦିନ ତାଙ୍କର ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ମାହାଙ୍ଗା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ଘଟିଛି ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର
ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ବର:୫/୦୩(ଅଶୋକ ସାହୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀକୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନଆସିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ
ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା
ସୋନପୁର – ୦୫/୦୩/୨୫(ଭାସ୍କର ଦାଶ):ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ପଞ୍ଚମ ଦିବସରେ ପୌର ପରିଷଦ ସ୍ତରୀୟ ମହିଳା ଦିବସ ପାଳନ
କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିସନଙ୍କ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ବର: ୦୪/୦୩:(ଅଶୋକ ସାହୁ ): କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମସାଙ୍କ ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର କମିସନ୍ ଗୁରୁତ୍ବର ସହ ନେଇଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟିମ୍
ଶିଶୁକନ୍ୟା ପେଟରେ ୬୦ ଚେଙ୍କ
ନବରଙ୍ଗପୁର/ରାଇଘର: ୦୪/୦୩: ବ୍ୟାପକ ସଚେତନତା ସତ୍ତ୍ବେ କୌଣସି ପ୍ରଭାବ ପଡ଼ିଲା ନାହିଁ। ନବରଙ୍ଗପୁର ଜିଲ୍ଲାରେ ଜାରି ରହିଛି ମାରାତ୍ମକ ଚେଙ୍କ ଚିକିତ୍ସା। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ଦୁଇଟି ଘଟଣା ସାମ୍ନାକୁ ଆସିଲାଣି। ଗତକାଲି
ଜଗତସିଂହପୁରରେ ଟ୍ରିପଲ ମର୍ଡର: ପରିବାରର ୩ ଜଣଙ୍କୁ ହତ୍ୟା
ଜଗତସିଂହପୁର: ୦୪/୦୩: ଜଗତସିଂହପୁର ସହରରେ ଜଘନ୍ଯ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣା ଘଟିଛି ଜଗତସିଂହପୁର ସହର ଜୟବଡ଼ ଅଞ୍ଚଳରେ। ମୃତକମାନେ ହେଲେ କାଳିଆ
ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ପାଇଁ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ:୦୪/୦୩(ମମତା ମହାପାତ୍ର )ଆସନ୍ତାକାଲି ଫାଲଗୁନ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦
ଇନ୍ଦ୍ରାବତୀ ଜଳବନ୍ଦି ଅଞ୍ଚଳର ଦୁଃଖ:
ଭବାନୀପାଟଣା:(ବିକାଶ ଆଚାର୍ଯ୍ୟ )ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ବାସଚ୍ୟୁତ ହୋଇଥିବା ୧୬ଟି ଗାଁର ଲୋକଙ୍କ ପାଇଁ ଏଯାବତ ପାନୀୟଜଳ ସୁବିଧା ହୋଇ ପାରିଲାନାହିଁ। ଜଳଭଣ୍ଡାରର ଜଳବନ୍ଦି ଅଞ୍ଚଳରେ ଥିବା ଗ୍ରାମବାସୀଙ୍କ ସମସ୍ୟା ଦିନକୁ ଦିନ ବଢୁଛି
ସୁବର୍ଣ୍ଣପୁରରେ ରାଜ୍ୟ କେନ୍ଦ୍ର ବଜେଟ୍ ସମ୍ବନ୍ଧୀୟ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।
ସୁବର୍ଣ୍ଣପୁର :୨/୩(ଭାସ୍କର ଦାଶ ): ଆଜି ରବିବାର ପୂର୍ବାହ୍ନ ୧୦ଘ ସମୟରେ ରାଜ୍ୟ-କେନ୍ଦ୍ର ବଜେଟ ସମ୍ବନ୍ଧିୟ ବୁଦ୍ଧିଜିବୀ ସମ୍ମିଳନୀ ସୋନପୁର ସ୍ଥିତ ମଙ୍ଗଳବାର ବଜାର ପାଖରେ ଥିବା ସାହା ଗେଷ୍ଟ ହାଉସ୍ ଠାରେ ଅନୁଷ୍ଠିତ