ଭୁବନେଶ୍ବର: ୦୬/୦୫(ଅଶୋକ ସାହୁ): ବହୁ ଛକାପଞ୍ଝା ପରେ ବିଜେଡି ତା’ର ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଶତାଧିକ ନେତାଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରାଯାଇଛି। ରାଜ୍ୟ ଶାଖାରେ ୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା
Year: 2025
କମ୍ବିଂ ଅପରେସନ୍ ସମୟରେ ୪ ବୋମା ନିଷ୍କ୍ରିୟ କଲା ପୁଲିସ
ରାୟଗଡ଼ା: ୦୬/୦୫: କମ୍ବିଂ ଅପରେସନ୍ ସମୟରେ ଡିଭିଏଫ୍ ଯବାନ ଅମ୍ବାଦଳା ଥାନାର ଜଗଦଲପୁର ଓ ଶରଧାପୁର ଅଞ୍ଚଳରୁ ୪ଟି ଆଇଇଡି ଠାବ କରିଛନ୍ତି। ଠାବ ଆଇଇଡି ମଧ୍ୟରେ ଗୋଟିଏ ପ୍ରେସର ବୋମା ଓ ୩ଟି
ପ୍ରଭାବଶାଳୀ ହେବ ପୁଲିସର କାର୍ଯ୍ୟଦକ୍ଷତା: ମୁଖ୍ୟମନ୍ତ୍ରୀ
କେନ୍ଦୁଝର:୦୬/୦୫: ପୁଲିସର କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ଭିତ୍ତିଭୂମିର ବ୍ୟବସ୍ଥା କରାଯାଉଛି। ଆଜି କେନ୍ଦୁଝର ଟାଉନ ଥାନା ଓ ରିଜର୍ଭ କାର୍ଯ୍ୟାଳୟର ନୂତନ
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୫ ପାଳିତ : ୬୦୬ ଜଣ ପଞ୍ଜିକୃତ ଶ୍ରମିକ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ
ସୁବର୍ଣ୍ଣପୁର, ତା ୦୧/୦୫/୨୫(ଭାସ୍କର ଦାଶ):- ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଛି । ବିଭିନ୍ନ ଶ୍ରମ ସଂଗଠନ ପକ୍ଷରୁ ଉଭୟ ଶ୍ରମଜୀବୀ ଓ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟ
ସରଡେଗା ରନିଂ ରୁମ୍ ଦୁର୍ଘଟଣାର ଡିଆର୍ଏମ୍ଙ୍କ ତଦନ୍ତ
ବନ୍ଧମୁଣ୍ଡା:୦୧/୦୪: ଏପ୍ରିଲ ୨୩ରେ ସୁନ୍ଦରଗଡ଼ ଜିଲ୍ଲାର ଚକ୍ରଧରପୁର ରେଳମଣ୍ଡଳର ସରଡେଗାସ୍ଥିତ ରେଳବାଇ ରନିଂ ରୁମ୍ରେ ସୁରକ୍ଷା ଅବହେଳା ଯୋଗୁ ଘଟିଥିବା ଦୁର୍ଘଟଣାର ତଦନ୍ତ ଡିଆର୍ଏମ୍ କରିଛନ୍ତି। ମାତ୍ର ତାହାର ଭିଜିଲାନ୍ସ ତଦନ୍ତ କରାଯିବା ପାଇଁ
ଆଇପିଏଲ୍: ସୁପର କିଙ୍ଗ୍ସକୁ ୪ୱିକେଟ୍ରେ ହରାଇଲା ପଂଜାବ କିଙ୍ଗ୍ସ
ଚେନ୍ନାଇ:୦୧/୦୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୪୯ତମ ମ୍ୟାଚ୍କୁ ପଞ୍ଜାବ କିଙ୍ଗସ୍ ୪ୱିକେଟ୍ରେ ଜିତିଛି। ସ୍ଥାନୀୟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗୁରୁବାର ପଞ୍ଜାବ କିଙ୍ଗ୍ସ ବିଜୟ ଲକ୍ଷ୍ୟକୁ ୧୯.୪ ଓଭରରେ
କାଳବୈଶାଖୀ ପ୍ରଭାବ: ମେ’୧୦ ପର୍ଯ୍ୟନ୍ତ ତାତିରୁ ଆଶ୍ବସ୍ତି
ଭୁବନେଶ୍ୱର: ୦୧/୦୫(ଅଶୋକ ସାହୁ): କାଳବୈଶାଖୀ ଓ ଟ୍ରପଲାଇନ୍ର ପ୍ରଭାବ ଯୋଗୁ ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ତାତିରୁ ଆଶ୍ବସ୍ତି ମିଳିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ତେବେ ଭାରତୀୟ ପାଣିପାଗ ବିଭାଗ
ଡ୍ରପ୍ଆଉଟ୍ ରୋକିବାକୁ ପଦକ୍ଷେପ ନେଲେ ସରକାର: ଘରକୁ ଘର ବୁଲିବେ ଶିକ୍ଷକ
ଭୁବନେଶ୍ବର: ଡ୍ରପ୍ଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ବୁଧବାର(ଏପ୍ରିଲ ୩୦)ଠାରୁ ଘରକୁ ଘର ବୁଲି ଶୂନରୁ ୧୮ ବର୍ଷର ପିଲାଙ୍କୁ ଚିହ୍ନଟ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ। କେଉଁ ଗ୍ରାମର କେତେ ପିଲା ଅଧାରୁ
ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ନାହିଁ ଇକୋ ବ୍ୟବସ୍ଥା
କଟକ: ୩୦/୦୪:କର୍କଟ ରୋଗ ଯନ୍ତ୍ରଣାକୁ ବଳି ପଡୁଛି ପରୀକ୍ଷା ପାଇଁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରୁ ଏସ୍ସିବିକୁ ଧାଁ ଧପଡ଼ ଓ ଲମ୍ବା ଧାଡ଼ିରେ ରହି ରିପୋର୍ଟକୁ ଅପେକ୍ଷା। ବ୍ୟାଟେରୀ ଗାଡ଼ି,

