୨ ୱେବ୍‌ ଚ୍ୟାନେଲରେ ବିବାଦୀୟ ଖବର ପ୍ରସାରଣ, ଝାରସୁଗୁଡ଼ା ଥାନାରେ ଏତଲା ଦେଲେ ନବ ଦାସଙ୍କ ପୁଅ ବିଶାଳ

ଝାରସୁଗୁଡ଼ା,: ୨୪/୦୩(ଗୁଗୁଲ ତୀର୍କୀ ): ଗତକାଲି ୨ଟି ୱେବ୍‌ ଚ୍ୟାନେଲରେ ସ୍ବର୍ଗତ ନବ କିଶୋର ଦାସ, ତାଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ କେନ୍ଦ୍ର କରି ଏକ

ନବ ଦାସଙ୍କ ହତ୍ୟାକାଣ୍ଡରେ ବହୁତ ବଡ଼ ବଡ଼ ମୁଣ୍ଡ ଅଛନ୍ତି: ଜୟ ନାରାୟଣ ମିଶ୍ର

ଭୁବନେଶ୍ବର:୨୪/୦୩:(ଅଶୋକ ସାହୁ ): ନବ ଦାସ ହତ୍ୟାକାଣ୍ଡରେ ଆଜି ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡରେ ବହୁତ ବଡ଼ ବଡ଼

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୨ଦିନିଆ ଓଡ଼ିଶା ଗସ୍ତ 

ଭୁବନେଶ୍ବର:୨୪/୦୩:(ଅଶୋକ ସାହୁ ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଛତିଶଗଡ଼ ରାୟପୁରର ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରୁ ସେ ସ୍ବତନ୍ତ୍ର ବାୟୁସେନା ବିମାନ

ଯଶୱନ୍ତ ବର୍ମାଙ୍କ ନ୍ୟାୟିକ ଦାୟିତ୍ୱ ପ୍ରତ୍ୟାହାର କରାଗଲା : ନଗଦ ଟଙ୍କା ଜବତ ପରେ

ନୂଆଦିଲ୍ଲୀ:୨୪/୦୩:(ଅଖିଳେଶ ତ୍ରିପାଠୀ )ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ନଗଦ ଟଙ୍କା ଜବତ ପରେ ଏବେ ତାଙ୍କୁ ନ୍ୟାୟିକ ଦାୟିତ୍ୱରୁ ମୁକ୍ତ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ସୋମବାର ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କଠାରୁ ତୁରନ୍ତ

ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ୍ ରେ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଶ୍ରୀ ଜଗନ୍ନାଥ ମୋହତ୍ସବ

ସୋନପୁର:୨୧/୦୩(ଭାସ୍କର ଦାଶ )- ସୁବର୍ଣ୍ଣପୁର ଜିଲ୍ଲା ରାମେଶ୍ବର ଷ୍ଟାଡିୟମ୍ ରେ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ଜଗନ୍ନାଥ ମୋହତ୍ସବରେ ପ୍ରତିଦିନ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେଉଛି। ଶ୍ରୀ ଜଗନ୍ନାଥଙ୍କୁ ୩୨ ବେଶରେ ସୁସଜ୍ଜିତ

ବାଲ୍‌ଟିଏ ପାଣି ପାଇଁ ଗୁଳିମାଡ଼: କେନ୍ଦ୍ରମନ୍ତ୍ରୀଙ୍କ ଭଣଜା ମୃତ, ଜଣେ ଗୁରୁତର

ପାଟନା:୨୧/୦୩: ସରକାରଙ୍କ ‘ହର୍‌ ଘର୍‌ କୋ ନଲ୍‌-ଜଲ୍‌’ ଯୋଜନା ଅଧୀନରେ ଲାଗିଥିବା ଏକ ପାଣି ଟ୍ୟାପ୍‌ରୁ ବାଲ୍‌ଟିଏ ପାଣି ଆଣିବାକୁ ‌ନେଇ ଆଜି ବିହାରରେ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣଙ୍କ ଜୀବନ

ଆଜିଠାରୁ ସକାଳୁଆ ସ୍କୁଲ: ରାଜସ୍ବ ମନ୍ତ୍ରୀ କହିଥିଲେ, ଏପ୍ରିଲ୍‌ ୨ରୁ ଗଣଶିକ୍ଷା ମନ୍ତ୍ରୀ କହିଲେ, ଆଜିଠାରୁ

ଭୁବନେଶ୍ବର: ୨୧/୦୩(ଅଶୋକ ସାହୁ ) ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଲେ, ଏପ୍ରିଲ୍‌ ୨ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ସହ ସକାଳୁଆ ସ୍କୁଲ୍‌ ଚାଲିବ। ଏ ନେଇ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ

କଳା ପୋଷାକ ପିନ୍ଧି ଘଣ୍ଟ ଓ ମହୁରୀ ବଜାଇ ପ୍ରତିବାଦ କଲେ କଂଗ୍ରେସ ସଦସ୍ୟ, ସାଢେ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର:୨୧/୦୩: ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ସୁରମା ପାଢ଼ୀ ଦିନ ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ବିରୋଧୀ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିବାରୁ ଏଭଳି

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଟିମ୍‌କୁ ଉପହାର ଦେଲା ବିସିସିଆଇ

ନୂଆଦିଲ୍ଲୀ: ୨୦/୦୩(ଅଖିଳେଶ ତ୍ରିପାଠୀ ): ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଭାରତୀୟ କ୍ରିକେଟ୍ ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଦଳ ପାଇଁ ବିସିସିଆଇ ୫୮ କୋଟି

ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ବରର/ କେନ୍ଦୁଝର:୨୦/୦୩(ଅଶୋକ ସାହୁ ): କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡ୍ରେ ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ

1 5 6 7 8 9 12