ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ମିଳିଲା ଅନୁମୋଦନ । ଅନୁମୋଦନ ପ୍ରଦାନ କଲେ ରାଜ୍ୟ ସରକାର । ବିଶ୍ୱବିଦ୍ୟାଳୟ ଡିଜାଇନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଦୀର୍ଘଦିନ ହେବ ଓଡିଶା ତଥା ଓଡିଶା ଇତିହାସ ର ମୂକସାକ୍ଷୀ ଥିବା ସତ୍ୟବାଦୀ ବନ ବିଦ୍ୟାଳୟକୁ ଅନୁମୋଦନ ପାଇଁ ଦାବି ହେଉଥିଲା । ଏହା ଉପରେ ମୋହର ଲଗାଇଛନ୍ତି ନବୀନ। ବିଶ୍ୱବିଦ୍ୟାଳୟର ଡିଜାଇନ ବନବିଦ୍ୟାଳୟ ଢାଞ୍ଚାରେ ପ୍ରସ୍ତୁତ ହୋଇଛି । ଏପରିକି ଶାନ୍ତ, ମୁକ୍ତ ପରିବେଶରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନ କରାଯିବା ନେଇ ଲକ୍ଷ୍ୟ ରହିଛି । ସବୁ ଦିଗକୁ ଏଥିରେ ଗୁରୁତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *