ଘରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି, କାରଣ ଅସ୍ପଷ୍ଟ

ଘରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି, କାରଣ ଅସ୍ପଷ୍ଟ

ନିଆଁ ଲାଗି ଘରେ ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ରାଜଧାନୀର ନୟାପଲ୍ଲୀ ଏନ୍‌୫, ୧୭୩ ଅଞ୍ଚଳରେ ।  ତେବେ ଏପରି ଘଟଣା ସର୍ଟ ସର୍କିଟରୁ ହୋଇଥିବା ସନ୍ଦେହ କରାଯାଉଛି।

ଏହି ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ଅଗ୍ନିକାଣ୍ଡର ମାତ୍ର ଏତେ ଅଧିକ ଥିଲା ଯେ, ଘରର କାନ୍ଥ ପାଟିଯାଇଛି ଏବଂ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ରହିଛି । 

Leave a Reply

Your email address will not be published. Required fields are marked *