ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା ଘଟି ୫ ଯାତ୍ରୀ ଗୁରୁତର

ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା ଘଟି ୫ ଯାତ୍ରୀ ଗୁରୁତର

ଘୂର୍ଣ୍ଣିଝଡ଼ ଯୋଗୁଁ ଦୁର୍ଘଟଣା । ଘୂର୍ଣ୍ଣିଝଡ଼ ଯୋଗୁଁ ନିଆଁ ଲାଗି ଦ୍ରୁତଗତିରେ ଚାରିଆଡେ ବ୍ୟାପିବା ସହ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା । ଧୂଆଁ ଯୋଗୁଁ ରାସ୍ତାରେ ୨ଟି ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଜଙ୍ଗଲର ନିଆ ଛିଟିକି ରାସ୍ତାରେ ଉପରେ ପଡିଥିଲା । ଯାହାଫଳରେ ୫ ଯାତ୍ରୀ ପୋଡି ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *